୨୦୧୯ ନିର୍ବାଚନ ପାଇଁ ପ୍ରସ୍ତୁତ ବିଜେପି ! ' ବିଜେପି ଫୋକସରେ ଓଡିଶା '

Published By : Prameya-News7 Bureau | June 25, 2018 IST

୨୦୧୯ ନିର୍ବାଚନ ପାଇଁ ପ୍ରସ୍ତୁତ ଥିବା ବିଜେପି କହିଛି | ବିଜେପି ତାର ନିର୍ବାଚନୀ ଅଭିଯାନ ଆରମ୍ଭ କରିଦେଇଛି | ପ୍ରତି ନିର୍ବାଚନ ମଣ୍ଡଳୀରେ ପ୍ରଭାରୀ ନିଯୁକ୍ତ ହୋଇଛନ୍ତି | ପ୍ରଭାରୀ ନିଜ ନିଜ ଅଂଚଳକୁ ଗସ୍ତ କରୁଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.