ପିଇଓ ସ୍ମିତାରାଣୀ ବିଶ୍ବାଳ ମୃତ୍ୟୁ ପ୍ରସଙ୍ଗରେ ସରଗରମ ବିଧାନସଭା, କକ୍ଷତ୍ୟାଗ କରି ଗାନ୍ଧି ମୂର୍ତ୍ତି ତଳେ ଧାରଣା ଦେଲେ ବିଜେପି ସଦସ୍ୟ

Published By : Prameya-News7 Bureau | November 16, 2019 IST

ଭୁବନେଶ୍ବର ୧୬।୧୧: ବିଧାନସଭା ଶୀନ ଅଧିବେଶନର ଆଜି ଚତୁର୍ଥ ଦିନ । ଆଜି ମଧ୍ୟ ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ମୃତ୍ୟୁ ପ୍ରସଙ୍ଗରେ ସରଗରମ ହୋଇଛି ବିଧାନସଭା । ଗତକାଲି ପରି ଗୃହ ଆରମ୍ଭରୁ ମୁହଁରେ କଳାପଟି ବାନ୍ଧି ନୀରବ ପ୍ରତିବାଦ କରିଥିଲେ ବିଜେପି ସଦସ୍ୟ । ଆସନରେ ବସିବା ପାଇଁ ବାଚସ୍ପତିଙ୍କ ନିବେଦନ ପରେ ମଧ୍ୟ ବିଜେପି ସଦସ୍ୟ ନୀରବ ପ୍ରତିବାଦ କରିଛନ୍ତି ।

{"id":184898,"sizeSlug":"large"}

ଏଥିସହ ପ୍ରଶ୍ନକାଳ ଆରମ୍ଭରୁ ବିଜେପି ସଦସ୍ୟ ଗୃହ ତ୍ୟାଗ କରି ଗାନ୍ଧି ମୂର୍ତ୍ତି ତଳେ ଧାରଣା ଦେଇଛନ୍ତି । ବାଚସ୍ପତି ବିରୋଧୀଙ୍କ ସମସ୍ୟା ସମାଧାନ ନକଡରି ଗୃହ ଚଳାଉଥିବା ଅଭିଯୋଗ କରି ବିଜେପି ସଦସ୍ୟ କକ୍ଷ ତ୍ୟାଗ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.