oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପିଇଓ ସ୍ମିତାରାଣୀ ବିଶ୍ବାଳ ମୃତ୍ୟୁ ପ୍ରସଙ୍ଗରେ ସରଗରମ ବିଧାନସଭା, କକ୍ଷତ୍ୟାଗ କରି ଗାନ୍ଧି ମୂର୍ତ୍ତି ତଳେ ଧାରଣା ଦେଲେ ବିଜେପି ସଦସ୍ୟ

16/11/2019 at 11:04 AM

ଭୁବନେଶ୍ବର ୧୬।୧୧: ବିଧାନସଭା ଶୀନ ଅଧିବେଶନର ଆଜି ଚତୁର୍ଥ ଦିନ । ଆଜି ମଧ୍ୟ ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ମୃତ୍ୟୁ ପ୍ରସଙ୍ଗରେ ସରଗରମ ହୋଇଛି ବିଧାନସଭା । ଗତକାଲି ପରି ଗୃହ ଆରମ୍ଭରୁ ମୁହଁରେ କଳାପଟି ବାନ୍ଧି ନୀରବ ପ୍ରତିବାଦ କରିଥିଲେ ବିଜେପି ସଦସ୍ୟ । ଆସନରେ ବସିବା ପାଇଁ ବାଚସ୍ପତିଙ୍କ ନିବେଦନ ପରେ ମଧ୍ୟ ବିଜେପି ସଦସ୍ୟ ନୀରବ ପ୍ରତିବାଦ କରିଛନ୍ତି ।

ଏଥିସହ ପ୍ରଶ୍ନକାଳ ଆରମ୍ଭରୁ ବିଜେପି ସଦସ୍ୟ ଗୃହ ତ୍ୟାଗ କରି ଗାନ୍ଧି ମୂର୍ତ୍ତି ତଳେ ଧାରଣା ଦେଇଛନ୍ତି । ବାଚସ୍ପତି ବିରୋଧୀଙ୍କ ସମସ୍ୟା ସମାଧାନ ନକଡରି ଗୃହ ଚଳାଉଥିବା ଅଭିଯୋଗ କରି ବିଜେପି ସଦସ୍ୟ କକ୍ଷ ତ୍ୟାଗ କରିଛନ୍ତି ।

   Related Posts