vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଫଳ, ମୋଟ୍ ପାସ୍ ହାର ୯୦.୫୫ ପ୍ରତିଶତ
  • ||
  • ରାଉରକେଲା : ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୦୧ କୋଭିଡ୍ ପଜିଟିଭ୍
  • ||
  • ଘରୋଇ ଗ୍ୟାସ୍ ସିଲିଣ୍ଡର ହେଲା ମହଙ୍ଗା, ସିଲିଣ୍ଡର ପିଛା ବଢିଲା ୫୦ ଟଙ୍କା
  • ||
  • ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ଭୁବନେଶ୍ୱର : ରଶ୍ମିରେଖାଙ୍କ ପୁରୁଷବନ୍ଧୁଙ୍କ ଆତ୍ମହତ୍ୟା, ରାଉରକେଲାରୁ ମିଳିଲା ଝୁଲନ୍ତା ମୃତଦେହ
  • ||

ହେଲିକପ୍ଟରରୁ ଓହ୍ଲାଇବା ବେଳେ ଖସିପଡିଲେ ବରିଷ୍ଠ ବିଜେପି ନେତା ଡାକ୍ତର ଦାମୋଦର ରାଉତ

17/03/2019 at 6:09 PM

କଟକ ୧୭|୩ : ହେଲିକପ୍ଟରରୁ ଓହ୍ଲାଇବା ବେଳେ ବରିଷ୍ଠ ବିଜେପି ନେତା ଡାକ୍ତର ଦାମୋଦର ରାଉତ ଖସିପଡିଛନ୍ତି । କଟକ ୪୨ ମୌଜା ଦେଉଳିଠାରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବାକୁ ଆସିଥିଲେ ଡାକ୍ତର ଦାମୋଦର ରାଉତ । ହେଲିକପ୍ଟର ଲ୍ୟାଣ୍ଡ କରିବା ପରେ ସଭାସ୍ଥଳକୁ ଯିବା ପାଇଁ ଓହ୍ଲାଉଥିବା ବେଳେ ଖସିପଡିଥିଲେ ଦାମ । ସଙ୍ଗେ ସଙ୍ଗେ କିଛି ସୁରକ୍ଷାକର୍ମୀ ଓ ପାଖରେ ଥିବା ବିଜେପି କାର୍ଯ୍ୟକର୍ତ୍ତା ଦାମଙ୍କୁ ଉଠାଇ ନେଇଥିଲେ । ଦାମଙ୍କ ଗୋଡରେ ସାମାନ୍ୟ ଆଘାତ ଲାଗିଥିଲେ ବି ସେ ସଭାସ୍ଥଳକୁ ଯାଇଥିଲେ ଓ ସଭାରେ ଉଦ୍‌ବୋଧନ ଦେଇଥିଲେ ।

   Related Posts