AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡା:୮ ଦିନ ପରେ ବି ନବ ଦାସଙ୍କ ହତ୍ୟା ଘଟଣାରେ ପୋଲିସର ହାତ ଖାଲି
  • ||
  • ଭୂକମ୍ପରେ ଥରିଲା ତୁର୍କୀ, ରିକ୍ଟର ସ୍କେଲରେ ୭.୮ର ତ୍ରୀବତା ରେକର୍ଡ
  • ||

ପରୀ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ ଦାବି, ବିଜେପି ପକ୍ଷରୁ ମନ୍ତ୍ରୀ ଅରୁଣ ସାହୁଙ୍କ କୁଶପୁତ୍ତଳିକା ଦାହ

28/11/2020 at 4:46 PM

ସାନଖେମୁଣ୍ଡି ୨୮।୧୧: ନୟାଗଡ ଜିଲ୍ଲାରେ ଶିଶୁ ପରୀ ହତ୍ୟା ଘଟଣାର ମୁଖ୍ୟ ଅ।ସାମୀକୁ ଗିରଫ ଦାବି ଜୋର ଧରିଲାଣି । ଶନିବାର ଗଂଜାମ ଜିଲ୍ଲା ଘୁମୁଷର ଜିଲ୍ଲା ବିଜେପି ପକ୍ଷରୁ ଅ।ସିକାଠାରେ ମନ୍ତ୍ରୀ ଅରୁଣ ସାହୁଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ତୁରନ୍ତ ମନ୍ତ୍ରୀ ନିଜ ପଦବୀରୁ ଇସ୍ତଫା ଦେବାକୁ ଦାବି, ଘଟଣାର ସିବିଅ।ଇ ତଦନ୍ତ ଦାବି କରିଛି ବିଜେପି । ନଚେତ ଅ।ସନ୍ତା ଦିନରେ ଅ।ନ୍ଦୋଳନକୁ ଅ।ହୁରି ବଢାଇବ ବୋଲି ବିଜେପି ଚେତାବନୀ ଦେଇଛି ।

   Related Posts