ବରିଷ୍ଠ ନାଗରିକଙ୍କ ଭତ୍ତା ବଢାଇବାକୁ ବିଜେପିର ଦାବି, ବୃଦ୍ଧି ନକଲେ ରାଜରାସ୍ତାକୁ ଓହ୍ଲାଇବ ଦଳ

ଭୁବନେଶ୍ବର ୧୧।୮: ବରିଷ୍ଠ ନାଗରିକଙ୍କ ଭତ୍ତା ବୃଦ୍ଧି ଦାବି କଲା ବିଜେପି । ଅନ୍ୟ ରାଜ୍ୟରେ ଭତ୍ତା ଅଧିକ ମିଳୁଥିବା ବେଳେ ଆମ ରାଜ୍ୟରେ କମ ପଇସା ମିଳୁଛି । ରାଜ୍ୟ ସରକାର ବରିଷ୍ଠ ନାଗରିକ ବର୍ଗକୁ ରୀତିମତ ଠକି ଚାଲିଛନ୍ତି । ବାର୍ଦ୍ଧକ୍ୟ ଭତ୍ତା ସଠିକ୍ ଭାବେ ମିଳୁନାହିଁ । ହଇରାଣ ହେଉଛନ୍ତି ଅନେକ ବରିଷ୍ଠ ନାଗରିକ । ବାରମ୍ବାର ଦୌଡ଼ିବା ପରେ ବି ଭତ୍ତା ମିଳୁନାହିଁ । ୬୦ ବର୍ଷ ହେଲା ପରେ ୨ରୁ … Continue reading ବରିଷ୍ଠ ନାଗରିକଙ୍କ ଭତ୍ତା ବଢାଇବାକୁ ବିଜେପିର ଦାବି, ବୃଦ୍ଧି ନକଲେ ରାଜରାସ୍ତାକୁ ଓହ୍ଲାଇବ ଦଳ