ରଣପୁରରେ ବିଜେପି ପ୍ରାର୍ଥୀଙ୍କ ବାଜିମାତ, ବିଜୟୀ ମୁକୁଟ ପିନ୍ଧିଲେ ସୁରମା ପାଢୀ

Published By : Prameya-News7 Bureau | June 04, 2024 IST

ଭୁବନେଶ୍ବର ୪।୬: ଗଣତନ୍ତ୍ରର ମହାପର୍ବ । ଚାଲିଛି ଭୋଟ୍ ଗଣତି । ବନ୍ଦ ଇଭିଏମ୍‌ରୁ ବାହାରକୁ ଆସୁଛି ଫଳାଫଳ । ନିର୍ଦ୍ଧାରଣ ହେଉଛି ପ୍ରାର୍ଥୀଙ୍କ ଭାଗ୍ୟ । ଏହି ସଂଖ୍ୟା ଖେଳ ଭିତରେ କେତେବେଳେ କିଏ ଆଗକୁ ଯାଉଛି ତ କେତେବେଳେ ଆଉ କିଏ ପଛକୁ ଯାଉଛି । ଆଉ କିଏ ବାଜି ମାରୁଛି । ଏହି ପରିପ୍ରେକ୍ଷୀରେ ପୁରୀ ଲୋକସଭା ଅନ୍ତର୍ଗତ ରଣପୁର ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ସୁରମା ପାଢୀ ବିଜୟୀ ହୋଇଛନ୍ତି ।

ରଣପୁର ଆସନରେ ବିଜୁ ଜନତା ଦଳର ପ୍ରାର୍ଥୀ ସତ୍ୟ ନାରାୟଣଙ୍କୁ ପଛରେ ପକାଇ ସୁରମା ପାଢୀ ବିଜୟୀ ହୋଇଛନ୍ତି । 

You Can Read :

ବିଜେପି ପ୍ରାର୍ଥୀଙ୍କୁ ହରାଇ ବିଞ୍ଝାରପୁର ଆସନରେ ବାଜି ମାରିଲେ ବିଜେଡି ପ୍ରାର୍ଥୀ ପ୍ରମିଳା ମଲ୍ଲିକ

  • OdishaNews
  • Odisha Assembly
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.