ଉମରକୋଟରେ ବିଜେପିର ବାଜିମାତ୍, ଜିତିଲେ ନିତ୍ୟାନନ୍ଦ ଗଣ୍ଡ
23/05/2019 at 3:40 PM

ଉମରକୋଟ ୨୩|୫: ନବରଙ୍ଗପୁର ଜିଲ୍ଲା ଉମରକୋଟ ବିଧାନସଭା ାସନରେ ବିଜେପି ବାଜିମାତ୍ କରିଛି । ବିଜେଡି ପ୍ରାର୍ଥୀ ସୁବାସ ଗଣ୍ଡଙ୍କୁ ପରାସ୍ତ କରି ବିଜୟା ହୋଇଛନ୍ତି ବିଜେପି ପ୍ରାର୍ଥୀ ନିତ୍ୟାନନ୍ଦ ଗଣ୍ଡ । ଏଠାରେ କଂଗ୍ରେସ ଯଶୋଦା ରାଣୀ ଗୌଡଙ୍କୁ ପ୍ରାର୍ଥୀ କରିଥିଲା ।