ଡୁଙ୍ଗୁରିପାଲି ବ୍ଲକ୍‌ରେ ବିଜେଡିର ଜନସମ୍ପର୍କ ପଦଯାତ୍ରା, ବିଭିନ୍ନ ଜନହିତକର ଯୋଜନା ସଂପର୍କରେ କରାଯାଉଛି ଅବଗତ

ବିନିକା ୩।୧୦: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଶୁଖା ଓ ଉଲୁଣ୍ଡା ଚଡେଇପଙ୍କ ଠାରେ ବିଜେଡ଼ି ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଉଲୁଣ୍ଡା ଚଡେଇପଙ୍କ ଠାରେ ବିଧାୟକ ପଦ୍ମନାଭ ବେହେରା ଏକ ବିରାଟ ଶୋଭଯାତ୍ରା କରିବା ପରେ ଏକ ସଭା ଅନୁଷ୍ଠିତ ହୋଇଥିଲା l ଠିକ୍ ସେହିଭଳି ଡୁଙ୍ଗୁରିପାଲି ଶୁଖା ଶିବ ମନ୍ଦିରରୁ ବିରାଟ ଶୋଭାଯାତ୍ରାରେ ଆସି କଲ୍ୟାଣମଣ୍ଡପରେ ଦଳୀୟ ସଭା ଅନୁଷ୍ଠିତ ହେଉଛି l ଏଥିରେ  ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁପାର ଠେଲା, … Continue reading ଡୁଙ୍ଗୁରିପାଲି ବ୍ଲକ୍‌ରେ ବିଜେଡିର ଜନସମ୍ପର୍କ ପଦଯାତ୍ରା, ବିଭିନ୍ନ ଜନହିତକର ଯୋଜନା ସଂପର୍କରେ କରାଯାଉଛି ଅବଗତ