oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୧୧ କୋଭିଡ୍ ପଜିଟିଭ୍
  • ||
  • ଲମତାପୁଟ : କାରରୁ ୮ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଫେରାର
  • ||
  • ଭୁବନେଶ୍ୱର : ବର୍ଷାରେ ଭିଜିବ ଦଶହରା, ୨ରେ ଆସୁଛି ଆଉ ଏକ ଲଘୁଚାପ !
  • ||

ଭୂମିହୀନଙ୍କୁ ଥଇଥାନ ଦାବିରେ ବିଜେଡିର ପ୍ରତିବାଦ ଶୋଭାଯାତ୍ରା

1/12/2021 at 2:16 PM

ବଲାଙ୍ଗୀର ୧।୧୨: ଭୂମିହୀନଙ୍କୁ ଥଇଥାନ ପାଇଁ ବିଜେଡିର ବିକ୍ଷୋଭ ଶୋଭାଯାତ୍ରା । କୋସଲ କଳାମଣ୍ଡଳ ପଡିଆରୁ ଏକ ବିରାଟ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଛନ୍ତି ନେତା ଓ କର୍ମୀ ।

ବିଜେଡି ଅଭିଯୋଗ କରିଛି, ଥଇଥାନ ପରେ ଉଚ୍ଛେଦ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ହେଲେ ବଲାଙ୍ଗିର ପ୍ରଶାସନ ବିଧାୟକଙ୍କ ଚାପରେ ବିନା ଥଇଥାନରେ  ଉଚ୍ଛେଦ କରିଛନ୍ତି । ତେଣୁ ଏସବୁକୁ ବନ୍ଦ କରିବାକୁ ଦାବି କରିଥିଲେ । ନଚେତ ବିଜେଡି ଆନ୍ଦୋଳନ ଜୋରଦାର କରିବ ବୋଲି ଚେତାବନୀ ଦେଇଛି ।

   Related Posts