ଭୂମିହୀନଙ୍କୁ ଥଇଥାନ ଦାବିରେ ବିଜେଡିର ପ୍ରତିବାଦ ଶୋଭାଯାତ୍ରା

Published By : Prameya-News7 Bureau | December 01, 2021 IST

ବଲାଙ୍ଗୀର ୧।୧୨: ଭୂମିହୀନଙ୍କୁ ଥଇଥାନ ପାଇଁ ବିଜେଡିର ବିକ୍ଷୋଭ ଶୋଭାଯାତ୍ରା । କୋସଲ କଳାମଣ୍ଡଳ ପଡିଆରୁ ଏକ ବିରାଟ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଛନ୍ତି ନେତା ଓ କର୍ମୀ ।

ବିଜେଡି ଅଭିଯୋଗ କରିଛି, ଥଇଥାନ ପରେ ଉଚ୍ଛେଦ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ହେଲେ ବଲାଙ୍ଗିର ପ୍ରଶାସନ ବିଧାୟକଙ୍କ ଚାପରେ ବିନା ଥଇଥାନରେ  ଉଚ୍ଛେଦ କରିଛନ୍ତି । ତେଣୁ ଏସବୁକୁ ବନ୍ଦ କରିବାକୁ ଦାବି କରିଥିଲେ । ନଚେତ ବିଜେଡି ଆନ୍ଦୋଳନ ଜୋରଦାର କରିବ ବୋଲି ଚେତାବନୀ ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.