କର୍ଣ୍ଣାଟକ ଫଳାଫଳ ପରେ ବିଜେଡିର ପ୍ରତିକ୍ରିୟା : ୨୦୧୯ କେବଳ ନବୀନ ପଟ୍ଟନାୟକଙ୍କର
15/05/2018 at 9:58 AM

କର୍ଣ୍ଣାଟକ ନିର୍ବାଚନ ଫଳାଫଳ ନେଇ ବିଜେଡିର ପ୍ରତିକ୍ରିୟା :
ପ୍ରତିକ୍ରିୟା ରଖିଲେ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର-‘ଓଡିଶାରେ ଏହାର ପ୍ରଭାବ ପଡିବ ନାହିଁ…ବିଜେଡି ସହିତ ଓଡିଶା ଲୋକ ଅଛନ୍ତି…ଯେଉଁଠି ଯାହା ହେଲେ ବି ଓଡିଶାରେ କେବଳ ବିଜେଡି’
ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ପ୍ରତିକ୍ରିୟା : ‘ଅନ୍ୟ ରାଜ୍ୟରେ ଯେଉଁମାନେ ହାରୁଛନ୍ତି ସେମାନଙ୍କ ସହ ଲୋକ ନାହାନ୍ତି…ବିଜେଡି ଲୋକଙ୍କ ସହ ଅଛି ତେଣୁ ଆମେ ଜିତୁଛୁ’