ଭାବପ୍ରବଣ ହେଇ କାନ୍ଦିଲେ ପ୍ରଭାତ ବିଶ୍ୱାଳ
2/06/2018 at 11:46 AM

ଚିଟ ଫଣ୍ଡ ମାମଲାରେ ଗିରଫ ହୋଇ ଅସୁସ୍ଥତା ଯୋଗୁଁ କଟକ ବଡ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳ ଆଜି ଡାକ୍ତରଖାନା ବାହାରେ ଭାବପ୍ରବଣ ହୋଇ କାନ୍ଦି ପକାଇଛନ୍ତି | ସିଟି ସ୍କାନ ପାଇଁ ଆଜି ତାଙ୍କୁ ବାହାରକୁ ଅଣାଯାଇଥିଲା | ତେବେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ” ମତେ ମିଛ କହି ଆସେନି, ମୋ ପ୍ରତି ଅନ୍ୟାୟ ହୋଇଛି, ମୁଁ ନିର୍ଦୋଷ, ସତ୍ୟର ଜୟ ହେବ “