LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ବିଜେଡିର ମହାନଦୀ ମହାସମ୍ମିଳନୀ ; ବିଜେପି ସରକାର ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ

22/04/2018 at 9:32 AM

ବିଜେଡିର ମହାନଦୀ ମହାସମ୍ମିଳନୀ
ସମ୍ମିଳନୀରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ମହାନଦୀ ପାଇଁ ମହସଂଗ୍ରାମ ବୁକଲେଟ୍କୁ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
୧୬ ପୃଷ୍ଠାର ଏହି ବୁକଲେଟ୍ରେ ମହାନଦୀ ଜଳ ସମସ୍ୟା ପ୍ରସଙ୍ଗରେ ଉଲ୍ଲେଖ ଅଛି
ସାଧାରଣ ଲୋକଙ୍କୁ ସଚେତନ କରିବାକୁ ଗାଁ ଗାଁରେ ବଣ୍ଟାଯିବ ବୁକଲେଟ୍
କେନ୍ଦ୍ର ଏବଂ ଛତିଶଗଡ଼ର କାର୍ଯ୍ୟକଳାପ ଲୋକଙ୍କ ପାଖରେ ପହଞ୍ଚାଇବାକୁ ନବୀନଙ୍କ ଆହ୍ବାନ
ମହାନଦୀ ମହା ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟ “ଟ୍ରିବ୍ୟୁନାଲ ଗଠନ ପାଇଁ ରାଜ୍ୟ ସରକାର ପ୍ରସ୍ତାବ ଦେଉଥିଲେ | କେନ୍ଦ୍ର ସରକାର ଟ୍ରିବ୍ୟୁନାଲ ଗଠନ କଲେନି | ସେଥିପାଇଁ ଆମେ ସୁପ୍ରିମକୋର୍ଟ ଗଲୁ | କୋର୍ଟଙ୍କ ନିର୍ଦ୍ଦେଶରେ ଟ୍ରିବ୍ୟୁନାଲ ଗଠନ ହେଲା | ଏବେ ଟ୍ରିବ୍ୟୁନାଲ କାମ ଆରମ୍ଭ ହୋଇଛି | ମହାନଦୀ ଶୁଖି ଗଲାଣି, ପାଣି ମିଳୁନି | ଛତିଶଗଡ କହୁଛି ପାଣି ଛାଡୁଛି ବୋଲି ହେଲେ ଆପଣ ଦେଖନ୍ତୁ ପାଣି ନାହିଁ |ଏବେ ଆମ ଦଳର କାମ | ଦଳୀୟ କର୍ମୀଙ୍କ ଲୋକଙ୍କ ପାଖକୁ ଯାଇ ବୁଝାଇବେ | କେନ୍ଦ୍ର ଓ ଛତିଶଗଡ ସରକାର ଯାହା କରୁଛି ସେସମ୍ପର୍କରେ ଲୋକଙ୍କୁ କହିବେ | ଗ୍ରୀନ ମହାନଦୀ ପାଇଁ ସରକାର କାମ ଆରମ୍ଭ କରିଛନ୍ତି | ବିଭିନ୍ନ ସ୍ଥାନରେ ଲକ୍ଷାଧିକ ଗଛ ଲଗାଯିବ |”

Leave a Reply

   Related Posts