Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବିଜେଡିର ମହାସମ୍ମିଳନୀ

22/04/2018 at 8:02 AM

ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ସମ୍ମିଳନୀ ଚାଲିଛି
ମହାନଦୀ ମହାସମ୍ମିଳନୀରେ ୧୫ ଜିଲ୍ଲାର ନେତା ଓ ବିଶେଷଜ୍ଞ ଉପସ୍ଥିତ
ମହାନଦୀ ନେଇ ଆଇନଗତ ଓ ବୈଷୟିକ ଦିଗ ଉପରେ ଚର୍ଚ୍ଚା ଚାଲିଛି
ଛତିଶଗଡ଼ର କଲମା ଗେଟ ବନ୍ଦ ଯୋଗୁ ମହାନଦୀ ସ୍ଥିତି ଉଦ୍ବେଗ ଜନକ ରହିଛି
ଓଡିଶା ପ୍ରତି କେନ୍ଦ୍ର ସରକାର ବୈମାତୃକ ମନୋଭାବ ଦେଖାଉଥିବା ଲୋକଙ୍କ ପାଖରେ ପହଞ୍ଚାଇବ ବିଜେଡି

Leave a Reply

   Related Posts