ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ବିଜେଡି ନେତ୍ରୀଙ୍କ ଅଭିଯୋଗ ମାମଲା ଖାରଜ

Published By : Prameya-News7 Bureau | April 12, 2024 IST

କଟକ: ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ବିଜେଡି ନେତ୍ରୀ ସଂଯୁକ୍ତା ମହଲଙ୍କ ଆବେଦନ ହାଇକୋର୍ଟରେ ଖାରଜ। ଶ୍ରୀକାନ୍ତଙ୍କ ବିରୋଧରେ ଆଇପିସିର ଧାରା ୩୭୬ରେ ପୋଲିସ ମାମଲା ରୁଜୁ ନକରିବା ଅଭିଯୋଗରେ ଦାୟର ମାମଲା ଖାରଜ।

ସେହିପରି ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ପ୍ରରୋଚନାରେ ଦୁଇ ଜଣ ସାମ୍ବାଦିକ ତାଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଉଥିବା ଅଭିଯୋଗରେ ସଂଯୁକ୍ତା ଦାୟର କରିଥିବା ଅନ୍ୟ ଏକ ମାମଲାକୁ ମଧ୍ୟ କୋର୍ଟ ଖାରଜ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.