oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିଜେଡିର ଜନସଚେତନତା ଅଭିଯାନ, ମାସ୍କ ଓ ସାନିଟାଇଜର ବାଣ୍ଟିଲେ ବିଧାୟକ

10/10/2020 at 2:16 PM

ଭଦ୍ରକ ୧୦।୧୦: ଭଦ୍ରକ ଜିଲ୍ଲାରେ ବିଜେଡ଼ି ତରଫରୁ ଜନ ସଚେତନତା ଅଭିଯାନ ଆରମ୍ଭ ହୋଇଛି । ଅକ୍ଟୋବର ୨ ତାରିଖରୁ ଆରମ୍ଭ ହୋଇଥିବା ଏହି ଜନ ସଚେତନତା କାର୍ଯ୍ୟକ୍ରମ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଅବସରରେ ଭଦ୍ରକ ନିର୍ବାଚନ ମଣ୍ଡଳୀ ତରଫରୁ ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ଆୟୋଜିତ ହେଉଛି ।

ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଭଦ୍ରକ ସହରର ଚରମ୍ପା ଷ୍ଟେସନ ନିକଟରେ ଜନ ସଚେତନତା କରାଯାଇଛି । ଷ୍ଟେସନ ନିକଟରେ ଯାତ୍ରୀ ଓ ସ୍ଥାନୀୟ ଲୋକଙ୍କୁ ମାସ୍କ, ସନିଟାଇଜର ବଣ୍ଟନ ସହ ଲିଫଲେଟ୍ ପ୍ରଦାନ କରାଯାଇଛି । ପରେ ସହରର ଗୁଣ୍ଠୁଣିଆଠାରେ ୱାର୍ଡବାସୀଙ୍କୁ ମଧ୍ୟ ମାସ୍କ ଓ ସାନିଟାଇଜର ବଣ୍ଟନ କରିଛନ୍ତି ବିଧାୟକ ।

   Related Posts