ମହାନଦୀ,ପୋଲାଭରମ୍ ପାଇଁ ବିଜେଡିର ଷ୍ଟିୟରିଂ କମିଟି
4/06/2018 at 11:30 AM

ମହାନଦୀ,ପୋଲାଭରମ୍ ପାଇଁ ବିଜେଡିର ଷ୍ଟିୟରିଂ କମିଟି
କମିଟି ସଦସ୍ୟ ହେଲେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ
ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ, ବିଧାୟକ ଦେବୀ ମିଶ୍ର
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ
ଷ୍ଟିୟରିଂ କମିଟିରେ ୪ ସଦସ୍ୟଙ୍କ ନିଯୁକ୍ତି ନେଇ ସୂଚନା
ବିଜେଡି ସଭାପତି ନବୀନ ପଟ୍ଟନାୟକ କଲେ ମନୋନୀତ