ନବରଙ୍ଗପୁର ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ବିଜୟୀ

Published By : Prameya-News7 Bureau | May 23, 2019 IST

ନବରଙ୍ଗପୁର ୨୩|୫: ନବରଙ୍ଗପୁର ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ବିଜେଡି ପ୍ରାର୍ଥୀ ସଦାଶିବ ପ୍ରଧାନୀ ତାଙ୍କ ନିକଟତମ ପ୍ରତିନ୍ଦ୍ବନ୍ଦ୍ବୀ ଗୌରିଶଙ୍କରଙ୍କୁ ୭ହଜାର ୮୯ ଖଣ୍ଡ ଭୋଟ୍ ରେ ପରାସ୍ତ କରି ବିଜୟୀ ହୋଇଛନ୍ତି । ନବରଙ୍ଗପୁର ବିଧାନସଭା ଆସନରେ ବିଜେଡି ଏଥର ପ୍ରାର୍ଥୀ ପରିବର୍ତ୍ତନ କରିଥିଲା ।

ନବରଙ୍ଗପୁର ବିଧାୟକ ମନୋହର ରନ୍ଧାରୀଙ୍କୁ ଡାବୁଗାଁ ଆସନରୁ ପ୍ରାର୍ଥୀ କରିବା ସହ ସଦାଶିବ ପ୍ରଦାନୀଙ୍କୁ ନବରଙ୍ଗପୁର ଆସନ ଦିଆଯାଇଥିଲା । ନବରଙ୍ଗପୁର ଆସନରେ କଂଗ୍ରେସ ସଦାଶିବ ନାୟକଙ୍କୁ ପ୍ରାର୍ଥୀ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.