ଭୁବନେଶ୍ବର ସାଂସଦଙ୍କୁ ବିଜେଡିର ଟାର୍ଗେଟ୍, ୫ ପ୍ରଶ୍ନ ପଚାରିଲେ ଶ୍ରୀମୟୀ ମିଶ୍ର

ଭୁବନେଶ୍ବର ୨୭।୬: ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଟାର୍ଗେଟ୍ କଲା ବିଜେଡି ।  ସାମ୍ବାଦିକ ସମ୍ମିଳନୀରେ ଅପରାଜିତାଙ୍କୁ ୫ ପ୍ରଶ୍ନ କରିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର । ସେ କହିଛନ୍ତି,  ଗତ କିଛି ଦିନ ହେବ ବର୍ଷା ସମୟରେ ଇସ୍କନ ସମ୍ମୁଖରେ ଜାତୀୟ ରାଜପଥ ଏବଂ ସର୍ଭିସ ରୋଡ଼ରେ ପାଣି ଜମୁଛି । ଜାତୀୟ ରାଜପଥ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଦିଗରେ କେଉଁ ପଦକ୍ଷେପ ନେଇଛନ୍ତି । ଭୁବନେଶ୍ୱରରୁ ଖୋର୍ଦ୍ଧାକୁ ସଂଯୋଗ କରୁଥିବା ଜାତୀୟ ରାଜପଥ … Continue reading ଭୁବନେଶ୍ବର ସାଂସଦଙ୍କୁ ବିଜେଡିର ଟାର୍ଗେଟ୍, ୫ ପ୍ରଶ୍ନ ପଚାରିଲେ ଶ୍ରୀମୟୀ ମିଶ୍ର