ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

ଓଏଏସ ପରୀକ୍ଷା: ୧୬ତମ ରାଙ୍କରେ ଉତୀର୍ଣ୍ଣ ହୋଇ ସଫଳ ହେଲେ ବିଶ୍ୱଜିତ

7/10/2022 at 10:27 PM

ସୋର ୦୭/୧୦: ଓଡିଶା ଓଏଏସ ପରୀକ୍ଷାରେ ସିମୁଳିଆ ଅଞ୍ଚଳର ବିଶ୍ୱଜିତ ପଣ୍ଡା ୧୬ନମ୍ୱର ରେଙ୍କରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ବାଲେଶ୍ଵର ଜିଲ୍ଲା ମାର୍କୋଣା ଗ୍ରାମରେ ବିଶ୍ୱଜିତ ପଣ୍ଡା ଆଇଏଏସ ପାଇଁ ଦିଲ୍ଲୀରେ ପ୍ରସ୍ତୁତ ହେଉଥିବା ବେଳେ ପ୍ରଥମ ଥର ପରୀକ୍ଷା ଦେଇ ଓଏଏସ ପରୀକ୍ଷାରେ ସାରା ଓଡ଼ିଶାରେ ୧୬ ନମ୍ୱର ରେଙ୍କରେ ଉତ୍ତିର୍ଣ୍ଣ ହୋଇ ସଫଳତା ହାସଲ କରିଛନ୍ତି।

ସେ ତାଙ୍କର ଏହି ସଫଳତାର ଶ୍ରେୟ ତାଙ୍କ ବାପା-ମା’, ପରିବାର ଏବଂ ପ୍ରିୟଜନଙ୍କୁ ଦେଇଛନ୍ତି। ବିଶ୍ୱଜିତଙ୍କର ଏହି ସଫଳତା ପରେ ତାଙ୍କ ପରିବାରରେ ଖୁସିର ଲହରୀ ଖେଳିଯାଇଛି। ସେ କେବଳ ସିମୁଳିଆ ନୁହେଁ ବରଂ ସାରା ବାଲେଶ୍ୱର ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି ବୋଲି ତାଙ୍କ ଗ୍ରାମବାସୀମାନେ କହିଛନ୍ତି। ଆଗକୁ ସେ ଆଇଏଏସ ହେବା ପାଇଁ ପୁଣି ପ୍ରସ୍ତୁତ ହେଉଥିବା କହିଛନ୍ତି।

   Related Posts