oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୧୧ କୋଭିଡ୍ ପଜିଟିଭ୍
  • ||
  • ଲମତାପୁଟ : କାରରୁ ୮ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଫେରାର
  • ||
  • ଭୁବନେଶ୍ୱର : ବର୍ଷାରେ ଭିଜିବ ଦଶହରା, ୨ରେ ଆସୁଛି ଆଉ ଏକ ଲଘୁଚାପ !
  • ||

ହାଇଦ୍ରାବାଦରେ ବର୍ଷା ବିତ୍ପାତ, ବର୍ଷା ପାଣିରେ ଭାସିଗଲା ଖାଦ୍ୟ ଭର୍ତ୍ତି ହାଣ୍ଡି: ସୋସିଆଲ ମିଡିଆରେ ଭିଡିଓ ଭାଇରାଲ…

1/08/2022 at 1:10 PM

ହାଇଦ୍ରାବାଦ ୦୧/୦୮: ହ୍ରାଇଦ୍ରାବାଦ ସହ ବିରିୟାନୀର ରହିଛି ଅଲଗା କନେକ୍ସନ । ଲୋକେ ହାଇଦ୍ରାବାଦ ଗଲେ ବିରିୟାନୀ ଖାଇବାକୁ ତେବେ ଭୁଲନ୍ତିନି । ବିରିୟାନୀ ସବୁ ଲୋକଙ୍କ ପାଇଁ ଖାସ୍ ଖାଦ୍ୟ । ତେବେ ରବିବାର ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯାହାକୁ ଦେଖିବା ପରେ ବିରିୟାନୀ ପ୍ରେମୀଙ୍କୁ ଲାଗିଛି ଶକ୍ତ ଝଟକା ।

ଭିଡିଓଟିରେ ଦେଖିବାକୁ ମିଳିଛି ବର୍ଷା ପାଣିରେ ଭାସିଯାଉଛି ବିରିୟାନୀ ହାଣ୍ଡି । ଗୋଟିଏ ନୁହେଁ ଏକାଥରେ ଦୁଇଟି ବିରିୟାନୀ ହାଣ୍ଡି ଭାସିଯାଉଛି । ହାଇଦ୍ରାବାଦର ପ୍ରବଳ ବର୍ଷା ମଧ୍ୟରେ ନଜର ଆସିଛି ଏପରି ଚିତ୍ର । ସୂଚନା ଥାଉକି, ରାସ୍ତାରେ ଦୁଇଟି ହାଣ୍ଡି ଭାସୁଥିବା ଦେଖିବାକୁ ମିଳିଛି । ଏହି ଦୁଇଟି ପାତ୍ରରେ ସ୍ୱାଦିଷ୍ଟ ବିରିୟାନି ଥିଲା ।

ହାଇଦ୍ରାବାଦର ନବାବ ସାହେବ କୁଣ୍ଟା ଅଞ୍ଚଳର ‘ଆଡିବା ହୋଟେଲ’ ନାମକ ଏକ ପ୍ରସିଦ୍ଧ ହୋଟେଲ ସମ୍ମୁଖ ଏହି ଦୃଶ୍ୟକୁ କେହି ଜମେ ମୋବାଇଲରେ ସୁଟ କରିଥିଲେ । ରେଷ୍ଟୁରାଣ୍ଟଠାରୁ ଟିକିଏ ଦୂରରେ ଏପରି ଦୃଶ୍ୟି ନଜର ଆସିଛି । ଟ୍ୱିଟରରେ ପୋଷ୍ଟ କରାଯାଇଥିବା ଏହି ଭିଡିଓର କ୍ୟାପସନରେ ଲେଖା ଅଛି, ‘ଯାହାକୁ ବିରିୟାନି ଅର୍ଡର ଏଯାଏଁ ମିଳିପାରିନି ସେ ଏହି ଦୃଶ୍ୟକୁ ଦେଖି ମନ ବୁଝାଇଦିଅନ୍ତୁ । ଆଉ ଜଣେ ଉପଭୋକ୍ତା ରିପ୍ଲାୟ ଦେଇଛନ୍ତି, ଯଦି ଏହା କାହାର ଘରେ ପହଞ୍ଚିଯାଏ ସେତେବେଳେ ସେ ବହୁତ ଖୁସି ହେବେ ।

   Related Posts