AKK 2023
MONGINIS 728X90
Hari omm 2
AKK2023
hari om films
WEB_F-8
MONGINIS 728X90
Showcase2022
HARI-OMM_728X90_B
WEB_F-9
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଲବାଣୀ: ଗୋଛାପଡା ପୋଲିସକୁ ସଫଳତା, କ୍ୱିଣ୍ଟାଲରୁ ଅଧିକ ଗଂଜେଇ ଜବତ
  • ||
  • ଭୁବନେଶ୍ୱର: ରାଜଧାନୀରେ କଙ୍ଗାରୁକୋର୍ଟ, ଯୁବତୀଙ୍କୁ ଖୁଣ୍ଟରେ ବାନ୍ଧି ମାଡ଼
  • ||
  • ପ୍ରକାଶ ପାଇଲା ଜେଇଇ (ମେନ୍‌) ସେସନ-୧ ରେଜଲ୍ଟ, ଓ୍ୱେବସାଇଟ୍‌ରେ ଦେଖିପାରିବେ ଛାତ୍ରଛାତ୍ରୀ
  • ||
  • ଫେବୃୟାରୀରେ ଅଧିକ ରହିବ ତାପମାତ୍ରା, ଜଳବାୟୁ ଶୁଷ୍କ ଥିବାରୁ ଜଙ୍ଗଲରେ ଲାଗୁଛି ନିଆଁ
  • ||

ଯଦି ଆପଣଙ୍କ ଜନ୍ମ ୧୯୭୦ ମସିହାରୁ ୧୯୯୮ ମସିହା ମଧ୍ୟରେ ହୋଇଛି ତାହେଲେ ନିଶ୍ଚିତ ପଢନ୍ତୁ ଏହି ଖବର

18/01/2019 at 12:42 PM

ଦିଲ୍ଲୀ ୧୮/୧ : ଆଜି ଆମେ ଆପଣଙ୍କୁ ଏମିତି କିଛି ଲୋକଙ୍କ ବିଷୟରେ କହିବୁ ଯେଉଁମାନେ ୧୯୭୦ ରୁ ୧୯୯୮ ମସିହା ମଧ୍ୟରେ ଜନ୍ମ ହୋଇଛନ୍ତି | ଆସନ୍ତୁ ଜାଣିବା ୧୯୭୦ ରୁ ୧୯୯୮ ମସିହା ମଧ୍ୟରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ବିଷୟରେ କିଛି ମହତ୍ଵପୁର୍ଣ କଥା |

ଜ୍ୟୋତିଷଙ୍କ କହିବାନୁଯାୟୀ, ୧୯୭୦ ରୁ ୧୯୯୮ ମସିହା ମଧ୍ୟରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କୁ ବହୁତ ଶୀଘ୍ର ଖୁସୀ ଖବର ମିଳିବ | ଏମାନଙ୍କ ଉପରେ ଭଗବାନ ଶିବ କୃପା ବର୍ଷା କରିବେ | ଶୀଘ୍ର ଏମାନଙ୍କ ଜୀବନରେ ଖୁସି ବର୍ଷା ହେବ | ଜ୍ୟୋତିଷ ଶାସ୍ତ୍ରରେ ଏମିତି ଏକ ଯୋଗ ହେବାକୁ ଯାଉଛି ଯେଉଁଥିପାଇଁ ଏହି ସମୟ ସୀମା ମଧ୍ୟରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କୁ ବଡ ଲାଭ ମିଳିବ | ଧନ ସମ୍ବନ୍ଧୀୟ ସମସ୍ତ ସମସ୍ୟା ଏମାନଙ୍କ ଜୀବନରୁ ଦୂର ହୋଇଯିବ | ଏମାନଙ୍କ ଜୀବନରେ ସଦା ସର୍ବଦା ଖୁସି ରହିବ | ନିଜ ଲୁକାୟିତ ପ୍ରତିଭା ପ୍ରକାଶ କରିବା ପାଇଁ ମଉକା ମିଳିବ | ନିଜ ପରିଶ୍ରମ ବଳରେ ଏମାନେ ସମାଜରେ ଖୁବ ନାଁ କରିବେ | କାର୍ଯ୍ୟ ନିଷ୍ଠା ପାଇଁ ଏମାନେ ଜୀବନରେ ସଫଳତା ହାସଲ କରିବେ | କାର୍ଯ୍ୟରେ ଦେଖା ଦେଉଥିବା ବାଧା ବିଘ୍ନ ଭଗବାନ ଶିବଙ୍କ କୃପାରୁ ଦୁରେଇ ଯିବ | କାର୍ଯ୍ୟ କ୍ଷେତ୍ରରେ ମଧ୍ୟ ସଫଳତା ମିଳିବ | ଯେତେବେଦି ସମସ୍ୟା ଦେଖାଦେଲେ ମଧ୍ୟ ଭଗବାନଙ୍କ କୃପାରୁ ସେହି ସମସ୍ୟାକୁ ସହଜରେ ସମାଧାନ କରିପାରିବେ |

   Related Posts