ଅକ୍ଟୋବର ପହିଲାରୁ ଲାଗୁ ହେବ ନୂଆ ନିୟମ, ଜନ୍ମ ପ୍ରମାଣପତ୍ର ହେବ ଏକକ ଦସ୍ତାବିଜ
ନୂଆଦିଲ୍ଲୀ ୧୫/୦୯: ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ (ସଂଶୋଧନ) ଆଇନ, ୨୦୨୩ । ଦେଶବ୍ୟାପୀ ଅକ୍ଟୋବର ପହିଲାରୁ ଲାଗୁ ହେବାକୁ ଯାଉଛି । ଏହି ଆଇନ ଲାଗୁ ହେବା ଦ୍ୱାରା ଜନ୍ମ ପ୍ରମାଣପତ୍ରର ମହତ୍ତ୍ୱ ଅନେକ ମାତ୍ରାରେ ବଢ଼ିଯିବ । ମୋଟାମୋଟି ଭାବେ ପ୍ରତ୍ୟେକ ଡକ୍ୟୁମେଣ୍ଟ ଭେରିଫିକେଶନ୍ ପାଇଁ ଖୋଜାପଡ଼ିବ ଜନ୍ମ ପ୍ରମାଣପତ୍ର (ବାର୍ଥ ସାର୍ଟିଫିକେଟ୍) । ନୂଆ ନିୟମ ଅଧୀନରେ ସ୍କୁଲରେ ନାମଲେଖା, ଡ୍ରାଇଭିଂ ଲାଇସେନ୍ସ ତିଆରି, ଭୋଟର ଆଇଡି ପ୍ରସ୍ତୁତି, ବିବାହ ପଞ୍ଜୀକରଣ, ସରକାରୀ … Continue reading ଅକ୍ଟୋବର ପହିଲାରୁ ଲାଗୁ ହେବ ନୂଆ ନିୟମ, ଜନ୍ମ ପ୍ରମାଣପତ୍ର ହେବ ଏକକ ଦସ୍ତାବିଜ
Copy and paste this URL into your WordPress site to embed
Copy and paste this code into your site to embed