ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ORHDC ଦୁର୍ନୀତି ମାମଲା, IAS ବିନୋଦ କୁମାରଙ୍କ ସହ ୬ ଜଣଙ୍କୁ ଜେଲ୍‌ଦଣ୍ଡ ଶୁଣାଇଲେ ସ୍ପେଶାଲ୍‌ ଜଜ୍‌
  • ||
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ, ୨ଗିରଫ

17/10/2020 at 1:10 PM

ଅନୁଗୁଳ ୧୭।୧୦: ଅନୁଗୁଳ ଜିଲ୍ଲା ତଳମୂଳ ପାଟଣା ଗୋଡିସାହିରୁ ବିପୁଳ ପରିମାଣ ନକଲି ବିଦେଶୀ ମଦ ଜବତ । ୭ଶହ ବୋତଲ ମଦ ଜବତ ସହ ୨ଜଣଙ୍କୁ ଗିରଫ କରିଛି ପୋଲିସ ।

ଖବର ଅନୁଯାୟୀ, ଦୀର୍ଘ ଦିନ ହେଲା ସ୍ଥାନୀୟ ଅଞ୍ଚଳରେ ନକଲି ବିଦେଶୀ ମଦ କାରବାର ଚାଲିଥିଲା । ଯାହାର ଖବର ପାଇଁ ପୋଲିସ ପାଟଣା ଗୋଡିସାହିରେ ଚଢାଉ କରିଥିଲେ । ଏହି ଚଢାଉ ସମୟରେ ୭ଶହ ବୋତଲ ମଦ ଜବତ କରିବା ସହିତ ୨ଜଣଙ୍କୁ ଗିରଫ କରିଛି ପୋଲିସର ସ୍ୱତନ୍ତ୍ର ସ୍କ୍ୱାର୍ଡ । କେବଳେ ସେତିକି ନୁହେଁ, ମଦ ପାଇ ବ୍ୟବହୃତ ଷ୍ଟିକର , ଠିପି, ସ୍ପିରିଟ ଓ ଖାଲି ବୋତଲ ଜବତ କରିଛି ପୋଲିସ  ।

ବୋତଲ ଗୁଡିକ ବିଭିନ୍ନ କବାଡି ଦୋକାନରୁ ସଂଗ୍ରହ କରି ଆଣଥିବା ଅଭିଯୁକ୍ତ ମାନେ ସ୍ବୀକାର କରିଛନ୍ତି । ନକଲି ମଦ ପାଇଁ ଏସବୁ କାରବାର ବୋଲି ସୂଚନା ରହିଛି ।  ଘଟଣାରେ ତଦନ୍ତ ଜାରି ରହିଛି । ନିକଟରେ ମହିଧରପୁର ଫାଣ୍ଡି ଥିଲେ ମଧ୍ୟ କିପରି ମଦ କାରବାର ଚାଲିଥିଲା। ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

   Related Posts