ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

ଆମ ଅଞ୍ଚଳରେ ବଢୁଛି ଚୋରି, ପୋଲିସ ଥାଇ ବି ଚୁପ୍‌ ; ଥାନା ସମ୍ମୁଖରେ ବ୍ୟବସାୟୀ ସଂଘର ଏପରି ଅଭିଯୋଗ

24/11/2022 at 11:38 AM

ବିନିକା ୨୪।୨୨ : ଉଲୁଣ୍ଡା ଥାନା ସମ୍ମୁଖରେ ବ୍ୟବସାୟୀ ସଂଘ ପକ୍ଷରୁ ଧାରଣା । ସୋନପୁର ଜିଲ୍ଲା ଉଲୁଣ୍ଜା ବ୍ଲକ ସଦର ମହକୁମାରେ ଦିନକୁ ଦିନ ଚୋରି ଘଟଣା ବଢିବାର ପ୍ରତିବାଦ କରି ଧାରଣା । ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରୁଛି ପୋଲିସ ।

ଖବର ଅନୁଯାୟୀ,  ଉଲୁଣ୍ଡା ସଦର ମହକୁମାରେ ବାରମ୍ବାରରେ ଚୋରି କାମ ବଢିଚାଲିଛି । ଏପରିକି ଆଇନ୍‌ ଶୃଙ୍ଖଳା ବିପର୍ଯ୍ୟସ୍ତ ପ୍ରତିବାଦରେ ଗୁରୁବାର ଦିନ ଉଲୁଣ୍ଡା ସଦର ମହକୁମାରେ ୧୨ ଘଣ୍ଟିଆ ଦୋକାନ, ବଜାର ଏବଂ ବ୍ୟବସାୟୀକ ପ୍ରତିଷ୍ଠାନ ବନ୍ଦ ରହିଛି । ଏହିକ୍ରମରେ ଥାନା ସମ୍ମୁଖରେ ବସି ଧାରଣା ଦେଇଛନ୍ତି ଉଲୁଣ୍ଡା ବ୍ୟବସାୟିକ ସଂଘ । ସଂଘର ସଭ୍ୟମାନେ ଥାନା ଆଗରେ ଧାରଣା ବସିଛନ୍ତି । ଉଳୁଣ୍ଡାରେ ଦୋକାନରୁ ସଟର ଭାଙ୍ଗି ଚୋରି ହେଉଛି । ଚୋରି ରୋକିବାରେ ପୋଲିସ ବିଫଳ ହେଉଥିବା ବ୍ୟବସାୟୀ ସଂଘ ଅଭିଯୋଗ କରିଛି ।

   Related Posts