ବାଇକ୍-ଟ୍ରକ୍ ଧକ୍କା, ଚାଲିଗଲା ଆରୋହୀଙ୍କ ଜୀବନ

ଗୁଣପୁର ୬।୯: ରାୟଗଡା ଜିଲ୍ଲା ଗୁଣପୁର ଆଦର୍ଶ ବିଦ୍ୟାଳୟ ଛକ ନିକଟରେ ବାଇକ୍ ଓ ଟ୍ରକ୍ ମଧ୍ୟରେ ଧକ୍କା ହୋଇଛି । ଫଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ, କୌଣସି କାମରେ କାହ୍ନୁ ଗୌଡ଼ ବାଇକ୍ ଯୋଗେ ଶିରିଝୋଲି ଗାଁରୁ ଗୁଣପୁର ଆସିଥିଲେ । କାମ ସାରି ଘରକୁ ଫେରିବା ବାଟରେ ବିପରୀତ ପଟୁ ଆସୁଥିବା ଟ୍ରକ୍ ମଧ୍ୟରେ ଧକ୍କା ହୋଇଥିଲା । କାହ୍ନୁକୁ ଚିକିତ୍ସା ପାଇଁ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟକୁ … Continue reading ବାଇକ୍-ଟ୍ରକ୍ ଧକ୍କା, ଚାଲିଗଲା ଆରୋହୀଙ୍କ ଜୀବନ