ସଡକ ଦୁର୍ଘଟଣାରେ ବାଇକ ଆରୋହୀ ମୃତ

Published By : Prameya-News7 Bureau | January 13, 2020 IST

ଦେବଗଡ ୧୩/୧: ସଡକ ଦୁର୍ଘଟଣାରେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ବାରକୋଟ ଥାନା ଅନ୍ତର୍ଗତ ୧୦ନମ୍ବର ରାଜ୍ୟ ରାଜପଥର ସିଂହଶାଳ ଗାଁ ନିକଟରେ ଘଟିଛି ଏହି ଦୁର୍ଘଟଣା। ମୃତକ ହେଲେ ବଣେଇ ଥାନା ଅନ୍ତର୍ଗତ କିନ୍ଦିରିକେଲା ଗ୍ରାମ ର ଅବିନାଶ ପାତ୍ର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.