କଟକ-କେନ୍ଦ୍ରାପଡ଼ା ରାସ୍ତାରେ ବାଇକ୍-ଟ୍ରକ୍ ମୁହାଁମୁହିଁ ଧକ୍କା, ଦୁଇ ବାଇକ୍ ଆରୋହୀ ଗୁରୁତର
20/12/2022 at 10:19 PM

ନିଶ୍ଚିନ୍ତକୋଇଲି,୨୦/୧୨: ନିଶ୍ଚିନ୍ତକୋଇଲି ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ବାଇକ୍ ଏବଂ ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ବାଇକ୍ ଆରୋହୀ ଗୁରୁତର ହୋଇଛନ୍ତି । ଗୁରୁତରମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଗୁରୁତର ବାଇକ୍ ଆରୋହୀ କେନ୍ଦ୍ରାପଡ଼ା ଅଂଚଳର ହୋଇଥିବା ସୂଚନା ମିଳିଛି । କଟକ-କେନ୍ଦ୍ରାପଡା ରାସ୍ତାର ସୁକରପଡା ଡ଼ାକବଙ୍ଗଳା ଛକ ନିକଟରେ ଏହି ସଡ଼କ ଦୁର୍ଘଟଣା ଘଟିଛି ।
Related Posts
କୋରାପୁଟ ପୋଲିସକୁ ସଫଳତା, ବନ୍ଧା ହେଲା ମୋବାଇଲ୍ ଲୁଟେରା, ୫୧ଟି ଫୋନ୍ ଜବତ
27 January 2023