ଗାଡ଼ି ଚୋରକୁ ଧରିଲେ ସ୍ଥାନୀୟ ଲୋକେ
7/06/2018 at 5:44 AM

ସାଲେପୁର ଜଗତପୁର ଥାନା ପାଗା ହାଟରେ ଗାଡି ଚୋରକୁ ଧରିଲେ ସ୍ଥାନୀୟ ଲୋକେ । ଯୁବକ ଜଣକ ଗାଡ଼ି ଚୋରି ଉଦ୍ୟମ କରୁଥିବା ବେଳେ ଲୋକଙ୍କ ହାବୁଡରେ ପଡିଯାଇଥିଲା । ଚୋରକୁ ଧରି ଇଲେକ୍ଟ୍ରି ଖୁଣ୍ଟରେ ବାନ୍ଧି ଉତ୍ତମ ମଧ୍ୟମ ଦେଇଥିଲେ ଲୋକୋ । ଏହା ପରେ ଜଗତପୁର ପୋଲିସର ଜିମା ଦେଇଥିସଲେ । ନିଜ ହେଫାଜତକୁ ନେଇ ପଚରାଉଚରା କରୁଛି ପୋଲିସ । ସଂପୃକ୍ତ ଯୁବକ ବ୍ରହ୍ମପୁର ବୋଲି ଜଣାପଡିଛି ।