ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ବିଚ୍ ରାସ୍ତାରେ ବାଇକରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଦମ୍ପତ୍ତି

8/10/2022 at 1:44 PM

ବ୍ରହ୍ମପୁର ୦୮/୧୦: ବ୍ରହ୍ମପୁର ଫାଷ୍ଟ୍ ଗେଟ୍ ନିକଟରେ ବାଇକରେ ଲାଗିଲା ନିଆଁ । ହୁତୁହୁତୁ ହୋଇ ଜଳିଲା ନିଆଁ । ବର୍ତ୍ତିଗଲେ ବାଇକ୍ ଚାଳକ ଓ ଦମ୍ପତ୍ତି । ଉପସ୍ଥିତ ଲୋକେ ନିୟୋଜିତ ଟ୍ରାଫିକ୍ ପୋଲିସ୍ କର୍ମଚାରୀ ନିଆଁକୁ ଲିଭାଇଲେ । ତେବେ ନିଆଁ ଲାଗିବା କାରଣ ଅସ୍ପଷ୍ଟ ରହିଛି । ସେପଟେ ବିଚ୍ ରାସ୍ତାରେ ଏପରି ଅଘଟଣ ଘଟିଥିବାରୁ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି ।

   Related Posts