ବିଚ୍ ରାସ୍ତାରେ ବାଇକରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଦମ୍ପତ୍ତି

Published By : Prameya-News7 Bureau | October 08, 2022 IST

ବ୍ରହ୍ମପୁର ୦୮/୧୦: ବ୍ରହ୍ମପୁର ଫାଷ୍ଟ୍ ଗେଟ୍ ନିକଟରେ ବାଇକରେ ଲାଗିଲା ନିଆଁ । ହୁତୁହୁତୁ ହୋଇ ଜଳିଲା ନିଆଁ । ବର୍ତ୍ତିଗଲେ ବାଇକ୍ ଚାଳକ ଓ ଦମ୍ପତ୍ତି । ଉପସ୍ଥିତ ଲୋକେ ନିୟୋଜିତ ଟ୍ରାଫିକ୍ ପୋଲିସ୍ କର୍ମଚାରୀ ନିଆଁକୁ ଲିଭାଇଲେ । ତେବେ ନିଆଁ ଲାଗିବା କାରଣ ଅସ୍ପଷ୍ଟ ରହିଛି । ସେପଟେ ବିଚ୍ ରାସ୍ତାରେ ଏପରି ଅଘଟଣ ଘଟିଥିବାରୁ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.