ବିଳମ୍ୱିତ ରାତିରେ ମାତିଲେ ଲୁଟେରା, ପୋଡିଦେଲେ ବାଇକ ଓ ସାଇକେଲ

Published By : Prameya-News7 Bureau | October 19, 2022 IST

ଭଦ୍ରକ ୧୯/୧୦: ବିଳମ୍ୱିତ ରାତିରେ ମାତିଲେ ଲୁଟେରା । ଭଦ୍ରକ ଜିଲ୍ଲା ଭଣ୍ଡରୀପୋଖରୀ ଥାନା ଅଧୀନ ମଞ୍ଜୁରୀ ରୋଡ ଅଞ୍ଚଳର ଘଟିଛି ଅଭାବନୀୟ ଘଟଣା । ୩ ମୋଟର ସାଇକେଲ ସହ ୫ ସାଇକେଲ ସହ ଅନ୍ୟାନ୍ୟ ସାମଗ୍ରୀ ନିଆଁରେ ପୋଡି ପାଉଁଶ ହୋଇଯାଇଛି ।

ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ନିଆଁ ଲଗାଇଥିବା ସନ୍ଦେହ କରାଯାଉଛି । ସ୍ଥାନୀୟ ଅଞ୍ଚଳର ଭଗବାନ ଖଣ୍ଡେଇଙ୍କ ଘରେ ବାହାରେ ଥିବା ୩ଟି ବାଇକ୍ ଓ ୫ଟି ସାଇକେଲ ଜଳିଯାଇଛି । ତେବେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.