oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ଶାଶୂ ଘର ଛାଡିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ୩୦ ସୁଦ୍ଧା ଘର ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୩୧ କୋଭିଡ୍ ପଜିଟିଭ୍
  • ||
  • ମୁମ୍ଵାଇ : ଠକେଇର ଶିକାର ହେଲେ ଅନ୍ନୁ କପୁର, KYC ଅପଡେଟ୍ ବାହାନାରେ ଲୁଟି ନେଲେ ୪.୩୬ ଲକ୍ଷ ଟଙ୍କା
  • ||
  • ଲମତାପୁଟ : ରାଜ୍ୟ ବାହାରକୁ ହେଉଥିଲା ଚାଲାଣ, ଚେକିଂ ବେଳେ କାର୍‌ରୁ ବାହାରିଲା ୧୦ଲକ୍ଷ ଟଙ୍କାର ଗଞ୍ଜେଇ
  • ||
  • ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ବାର୍‌ରେ ରେଡ୍‌, କଟକଣା ପରେ ବି ମାନୁନଥିଲେ ମାଲିକ
  • ||
  • ଇଣ୍ଡୋନେସିଆ : ରକ୍ତ ରଞ୍ଜିତ ହେଲା ଖେଳ ପଡ଼ିଆ; ଫୁଟବଲ ମ୍ୟାଚ୍ ଚାଲିଥିବା ବେଳେ ଦଙ୍ଗା, ୧୨୭ ମୃତ, ଏକାଧିକ ଆହତ
  • ||

ବାଇକ୍ ଲୁଟେରା ଗ୍ୟାଙ୍ଗ୍‌ର ପର୍ଦ୍ଦାଫାଶ : ୫ ଗିରଫ, ୧୧ଟି ବାଇକ୍ ଓ ଗୋଟିଏ ସାଇକେଲ୍ ଜବତ

17/02/2021 at 4:46 PM

ଜୟପୁର ୧୭।୨: ବାଇକ୍ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାଶ କଲା ଜୟପୁର ଟାଉନ୍ ପୋଲିସ । ଗ୍ୟାଙ୍ଗର ୫ ସଦସ୍ୟଙ୍କୁ ଗିରଫ କରିବା ସହ ମୋଟ୍ ୧୧ଟି ବାଇକ୍ ଓ ଗୋଟିଏ ସାଇକେଲକୁ ଜବତ କରିଛି । ଗିରଫ ୫ ଅଭିଯୁକ୍ତଙ୍କ ମଧରେ ୨ ଜଣ ନାବାଳକ ମଧ୍ୟ ଅଛନ୍ତି ।  ଅଭିଯୁକ୍ତମାନେ ହେଲେ ଡମରୁ ହରିଜନ, ରାଜକୁମାର ପାଣି ଓ ସଂଜୟ ନାଗ ।  

ଏହି ୩ ଅଭିଯୁକ୍ତ ନାବାଳକମାନଙ୍କୁ ବ୍ୟବହାର କରି ଗାଡି ଚୋରି କରୁଥିବା ବେଳେ ଚୋରି ଗାଡିର ନମ୍ବର ପ୍ଲେଟ୍ ବଦଳାଇ ବିକ୍ରି କରୁଥିଲେ। ଏମାନଙ୍କ ଟାର୍ଗେଟରେ ଦାମୀ ବାଇକ୍ ସବୁ ରହୁଥିଲା । ତେବେ ଏହି ଗ୍ୟାଙ୍ଗରେ ଆହୁରି ଅଧିକ ସଦସ୍ୟ ଥିବା ପୋଲିସ ଅନୁମାନ କରୁଛି । ଖୁବ୍ ଶୀଘ୍ର ଏହି ରାକେଟର ଅନ୍ୟ ସଦସ୍ୟମାନଙ୍କୁ ବି କାବୁ କରାଯିବ ବୋଲି ଜୟପୁର ଏସଡିପିଓ କହିଛନ୍ତି ।

ଦିନକୁ ଦିନ ଜୟପୁର ସମେତ ଏହାର ଆଖପାଖ ଅଞ୍ଚଳରେ ବାଇକ୍ ଚୋରି ବୃଦ୍ଧି ପାଉଥିବା ବେଳେ ଏମାନଙ୍କୁ ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ କରି ଏମାନଙ୍କୁ ଗିରଫ କରାଯାଇଛି ।

   Related Posts