ଝାରସୁଗୁଡା, ୨୭/୧୦: ଝାରସୁଗୁଡା ଜିଲ୍ଲା ତାଲପଟିଆ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ବାଇକ୍ ଚାଳକଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ଆଜି ସନ୍ଧ୍ୟା ସମୟରେ ତାଲପଟିଆ ଛକ ନିକଟରେ ଏକ ଟ୍ରକ୍, ବାଇକ୍କୁ ଧକ୍କା ଦେଇଥିଲା l ଯାହାଫଳରେ ବାଇକ୍ ଚାଳକଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି । ତେବେ ଏ ପର୍ଯ୍ୟନ୍ତ ବାଇକ୍ ଚାଳକଙ୍କ ପରିଚୟ ମିଳିନଥିବା ବେଳେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
କଂଗ୍ରେସ ପାଇଁ ଆମ୍ବେଦକରଙ୍କୁ ଭାରତ ରତ୍ନ ମିଳିପାରିନଥ...