ଦୁଇ ବାଇକ୍ ମୁହାଁ ମୁହିଁ ଧକ୍କା; ମୋଟର ସାଇକେଲ୍ରୁ ଗଞ୍ଜେଇ ଜବତ
20/02/2023 at 5:32 PM

ବରଗଡ ୨୦/୦୨: ବରଗଡ଼ ସାର କାରଖାନା ପାଖରେ ୨ ବାଇକ୍ ମୁହାଁ ମୁହିଁ ଧକ୍କା। ଦୁର୍ଘଟଣା ଘଟାଇଥିବା ମୋଟର ସାଇକେଲରୁ ଗଞ୍ଜେଇ ଜବତ ହୋଇଛି। ଆହତ ମୋଟର ସାଇକେଲ ଚାଳକ ଓ ୨ ଗଞ୍ଜେଇ ଚାଲାଣକାରୀଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି।
Related Posts
୩ ମୃତ ବିଦେଶୀ ପକ୍ଷୀ ସହିତ ୨ ଶିକାରୀ ଗିରଫ
20 March 2023
ପିକ୍ଅପ୍ ଓ ବାଇକ୍ ମୁହାଁମୁହିଁ ଧକ୍କା : ଚାଲିଗଲା ୩ ଜଣଙ୍କ ଜୀବନ
20 March 2023
ସମୁଦ୍ରରେ ବୁଡି ଯାଉଥିଲେ ପର୍ଯ୍ୟଟକ, ଉଦ୍ଧାର କଲେ ଲାଇଫ୍ ଗାର୍ଡ
20 March 2023