oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ ଜେଲରେ ପୁଣି ଜଣେ କଏଦୀର ଆତ୍ମହତ୍ୟା
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୮୦ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ IDCO ସହକାରୀ ନିର୍ଦ୍ଦେଶକ, ଏକାସାଙ୍ଗେ ୭ଟି ସ୍ଥାନରେ ଚାଲିଛି ଚଢାଉ
  • ||
  • ମୁମ୍ବାଇ : ଏକତା କପୁରଙ୍କ ବଢିଲା ଅଡୁଆ, ଗିରଫ ୱାରେଣ୍ଟ ଜାରି କଲେ ବିହାର କୋର୍ଟ
  • ||
  • ଭୁବନେଶ୍ୱର : ଗୁରୁବାରଠୁ ରାଜ୍ୟରେ ବର୍ଷା, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ଦୁଇ ଅଟୋ ମଝିରେ ଫସିଗଲା ବାଇକ୍‌, ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର

3/01/2022 at 7:49 PM

ରାଇରଙ୍ଗପୁର, ୦୩/୦୧: ବେପାରୁଆ ଗାଡି ଚାଳନା ଯୋଗୁଁ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ସଂଘର୍ଷ କରୁଛନ୍ତି। ଏପରି ଅଭାବନୀୟ ଘଟଣା ଘଟିଛି ବିଶୋଇ ଥାନା ଅଧିନ ପୁରୁଣା ପେଟ୍ରଲ ପମ୍ପ ସମ୍ମୁଖରେ। ସୂଚନା ଅନୁଯାୟୀ ଏକ ଅଟୋ ଆଉ ଗୋଟେ ଅଟୋକୁ ଦଉଡି ସାହାଯ୍ୟରେ ଟାଣି ଗ୍ୟାରେଜରୁ ହଠାତ ରାସ୍ତା ଉପରକୁ ଆସିଯିବାରୁ ବିପରୀତ ଦିଗରୁ ବାଇକରେ ଆସୁଥିବା ଦୁଇଜଣ ବ୍ୟକ୍ତି ଦୁଇଟି ଅଟୋ ମଝିରେ ଲାଗିଥିବା ଦଉଡିରେ ଫସି ବାଇକ ଉପରୁ ନିୟନ୍ତ୍ରଣ ହରାଇ ପଡି ଯାଇଥିଲେ।

ଯାହା ଫଳରେ ଦଉଡିରେ ବେକ ଘଷି ହୋଇ କଟି ଯିବାରୁ ପ୍ରଚୁର ରକ୍ତଶ୍ରାବ ହୋଇଥିଲା। ବିଶୋଇ ପୋଲିସ ସୂଚନା ପାଇ ଘଟଣାସ୍ଥଳରୁ ଉଭୟଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ । କିନ୍ତୁ ଡାକ୍ତର ଜଣକୁ ମୃତ ଘୋଷଣା କରିଥିବା ବେଳେ ଗୁରୁତର ଅବସ୍ଥାରେ ଜଣକୁ ବାରିପଦା ସ୍ଥାନାନ୍ତର କରିଛନ୍ତି। ମୃତକ ଜଣକ ଲୁହାକାନି ଗ୍ରାମର ରାମହରି ନାଏକ ଓ ଗୁରୁତର ଜଣକ ମହେନ୍ଦ୍ର ବେହେରା ବୋଲି ଜଣାପଡିଛି। ପୋଲିସ ଏନେଇ ତଦନ୍ତ ଜାରି ରଖିଛି।

   Related Posts