ରାସ୍ତାକଡ଼ ଶାଳ ଗଛରେ ପିଟି ହେଲା ଆପାଚି ବାଇକ୍‌, ଘଟଣାସ୍ଥଳରେ ଚାଲିଗଲା ୩ ଜୀବନ

Published By : Prameya-News7 Bureau | June 12, 2022 IST

କୁଚିଣ୍ଡା, ୧୨/୦୬: ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଅନ୍ତର୍ଗତ ଘନସରା ରବଗାଁ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ରାସ୍ତାକଡରେ ଥିବା ଶାଳ ଗଛରେ ଏକ ଆପାଚି ବାଇକ୍‌ ପିଟି ହୋଇଛି । ଫଳରେ ବାଇକରେ ବସିଥିବା ୩ ଜଣଙ୍କ ମୃତ୍ୟୁ ହୋଇଛି । ଖବର ପାଇ ଗଡପୋଷ ଫାଣ୍ଡି ଅଧିକାରୀ ଗଡପୋଷ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିବା ବେଳେ ସମସ୍ତଙ୍କର ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି । ମୃତକ ୩ ଜଣ ସାଙ୍କବାହାଲର ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.