scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ହିଞ୍ଜିଳିକାଟୁରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ୩ ଗୁରୁତର

11/08/2022 at 8:11 PM

ସାନଖେମୁଣ୍ଡି, ୧୧/୦୮: ହିଞ୍ଜିଳିକାଟୁରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣ ଆହତ ହୋଇଛନ୍ତି । ହିଂଜିଳିକାଟୁ ନିକଟସ୍ଥ ନାରାୟଣୀ ଭବନ ନିକଟରେ ଏହି ଦୁର୍ଘଟଣା ଦୁର୍ଘଟଣା ଘଟିଛି । ତେବେ ଆହତଙ୍କ ପରିଚୟ ମିଳିଥିବା ବେଳେ ସେମାନଙ୍କ ନାମ ସନ୍ତୋଷ ସାହୁ, ସୁଷମା ସାହୁ, ତପନ ପରିଡା ବୋଲି ଜଣାପଡ଼ିଛି । ଗୁରୁତର ତପନ ପରିଡାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ହିଂଜିଲି ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି ।

   Related Posts