ମର୍ମନ୍ତୁଦ ସଡକ ଦୁର୍ଘଟଣା – ଜଣେ ମୃତ ୪ ଗୁରୁତର
16/02/2020 at 5:49 PM

ବୈଦ୍ଦ ୧୬।୦୨ – ବୌଦ୍ଧ ଜିଲ୍ଲା ମନମୁଣ୍ଡା କଣ୍ଟାମାଲ ରାସ୍ତାର ଖଟଖଟିଆ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବାଇକ ସହ ଓମିନି କାର ମଧ୍ୟରେ ମୁହାଁମୁହିଁ ଧକ୍କାରେ ଜଣେ ମୃତ, ୪ଗୁରୁତର ।
ମୃତକ ହେଲେ ଗୋପଲମାଲ ଗ୍ରାମର କରୁଣା ସ୍ୱାଇଁ । ଗୁରୁତରମାନଙ୍କୁ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
Related Posts
ହେପାଜତରେ ଅଭିଯୁକ୍ତ ମୃତ ! ରେଞ୍ଜରଙ୍କ ସମେତ ୭ ଥାନାରେ ଅଟକ
6 February 2023
ରାତି ୧୨ପରେ ବୁଲୁଛି ମୋଟର ସାଇକେଲ, ସିସିଟିଭିରେ ଭିଜୁଆଲ କଏଦ
6 February 2023