AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହିପିଣ୍ଡା ସଂରକ୍ଷିତ ଜଙ୍ଗଲରେ ଦନ୍ତା ମୃତଦେହ ଠାବ, ହାତୀକୁ ମାରି ନେଇଗଲେ ଦାନ୍ତ
  • ||
  • MKCG ମେଡିକାଲ ମୁଖ୍ୟ ଫାଟକ ସମ୍ମୁଖରେ ଦୁର୍ଘଟଣା: ସ୍କୁଟି-କାର୍ ମୁହାଁମୁହିଁ ଧକ୍କା, ଦୁଇ ମୃତ
  • ||
  • ଭୁବନେଶ୍ୱର: ରାତିରେ ପାରଦ କମିବ ଓ ଶୀତ ବଢ଼ିବ, ଦିନରେ ସ୍ୱାଭାବିକଠାରୁ ଅଧିକ ରହିବ ତାପମାତ୍ରା
  • ||
  • ତୋଲକୋଇ: ଦନ୍ତା ଆକ୍ରମଣରେ ହାତୀଛୁଆର ମୃତ୍ୟୁ, ଜଙ୍ଗଲରେ ପଡିଛି ମୃତଦେହ
  • ||

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ପ୍ରଚାର ରଥର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

27/09/2018 at 6:54 PM

ଭୁବନେଶ୍ୱର ୨୭/୯ : ଗଡିଲା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ପ୍ରଚାର ରଥ । ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରଚାର ରଥର ଶୁଭାରମ୍ଭ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ୧୦ଟି ଜିଲ୍ଲାରେ ଯୋଜନାର ପ୍ରଚାର ଆରମ୍ଭଲ ହୋଇଛି । ଏହି ଗାଡିରେ ପଠରେ ଏଲଏଡି ଟିଭି ଲାଗିଛି । ଏଥିରେ ଯୋଜନା ସଂପର୍କୀଚ ଭିଡିଓ ପ୍ରଦର୍ଶନ ବ୍ୟବସ୍ଥା ରହିଛି । ଏହା ସହ ଘୋଡାନାଚ ଓ ପାରମ୍ଫରିକ ନାଚଗୀତ ମାଧ୍ୟମରେ ଯୋଜନା ସଂପର୍କରେ ସଚେତନ କରିବ ଏହି ରଥ ।କେନ୍ଦ୍ରର ଆୟୁଷମାନ ଭାରତ ଅପେକ୍ଷା ଏହି ଯୋଜନାର ଅଧିକ ସୁଫଳ ହିତାଧୀକାରୀ ପାଇବେ ଓ ଏଥିରେ ଉଭୟ ଇନଡୋର ଓ ଆଉଟଡୋର ରୋଗୀଙ୍କ ପାଇଁ ଲାଗୁ ହେଉଛି । ଯୋଜନା ଆରମ୍ଭ ଦିନରୁ ଏବେ ଯାଏ ୪୫ ଲକ୍ଷ ହିତାଧୀକାରୀ ଯୋଜନାର ସୁଫଳ ପାଇଛନ୍ତି । ଆଗକୁ ରାଜ୍ୟ ବାହାରେ ଥିବା ଓଡିଆଙ୍କୁ ସୁବିଧା ଦେବା ଲାଗି ରାଜ୍ୟ ବାହାରର ମେଡିକାଲ ମାନଙ୍କୁ ମଧ୍ୟ ଏନେପ୍ୟାନେଲ କରାଯିବ ବୋଲି କହିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ।

   Related Posts