ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୂମିକମ୍ପ ଝଟକା ଥରିଲା ରାଜସ୍ଥାନ, ବିକାନୋର ଠାରୁ ୫୧୬ କିମି ଦୂରରେ କେନ୍ଦ୍ରସ୍ଥଳ
  • ||

ବିଧାୟକ ବିଜୟ ଶଙ୍କର ଓ ସୋମାଲିକା ବିବାଦ ମାମଲା, ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏତଲା ଗ୍ରହଣ କଲା ପୋଲିସ

3/02/2023 at 11:18 PM

ତିର୍ତ୍ତୋଲ ୦୩/୦୨-  ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଓ ପ୍ରେମିକା ସୋମାଲିକା ଦାସଙ୍କ ବିବାଦ ବଢିବାରେ ଲାଗିଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଜଗତସିଂହପୁର ସଦର ଥାନାରେ ସାନି ଏତଲା ଦେଇଛନ୍ତି ପ୍ରେମିକା ସୋମାଲିକା ଦାସ । ପୋଲିସ ମଧ୍ୟ ତାଙ୍କ ଏତଲାକୁ ଗ୍ରହଣ କରିଛି ।

୮ମାସ ହେଲା ବିଜୟ ଶଙ୍କର ଓ ପ୍ରେମିକା ସୋମାଲିକାଙ୍କ ମଧ୍ୟରେ ବିବାଦ ଲାଗିରହିଛି । ଏହି ମାମଲା ହାଇକୋର୍ଟରେ ମଧ୍ୟ ଶୁଣାଣି ଜାରି ରହିଛି । ଗୁରବାର ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବିଳମ୍ବିତ ରାତିରେ ସୋମାଲିକା ଜଗତସିଂହପୁର ସଦର ଥାନାରେ ବିଜୟ ଶଙ୍କରଙ୍କ ନାଁରେ ଏକ ନୂଆ ଏତାଲା ଦେଇଛନ୍ତି । ଏହାକୁ ସଦର ଥାନା ପୋଲିସ ମଧ୍ୟ ଗ୍ରହଣ କରିଛି। ଜଗତସିଂହପୁର ପୋଲିସ ସୋମାଲିକାଙ୍କ ଘର ଦେଉଳି ଗ୍ରାମେଶ୍ୱର ଗାଁକୁ ଯାଇ ବୟାନ ରେକର୍ଡ କରିଛି । ସେପଟେ ଏହି ଘଟଣାରେ ମୁହଁ ଖୋଲିଛନ୍ତି ବିଜୟ ଶଙ୍କର । ଆଜି ଯାଏଁ ସୋମାଲିକା କେଇଁଠି ଥିଲେ ବୋଲି ପ୍ରଶ୍ନ କରିଛନ୍ତି ।

ଦୁହିଁଙ୍କ ମଧ୍ୟରେ ବିବାଦକୁ ନେଇ ପୂର୍ବରୁ ପ୍ରେମିକା ଥାନାରେ ଏତଲା ଦେଇଥିଲେ । ମାତ୍ର ପୋଲିସ କେସ୍ ଦାୟର ନକରିବାକୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ସୋମାଲିକା

   Related Posts