suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଧ୍ୟପ୍ରଦେଶ ମୁରୈନାରେ ଦୁର୍ଘଟଣା, ଏୟାରଫୋର୍ସର ସୁଖୋଇ-୩୦ ଓ ମିରାଜ୍-୨୦୦୦ ଫାଇଟର ଜେଟ୍ କ୍ରାସ୍
  • ||
  • ଜେରୁଜେଲମ୍‌ରେ ପ୍ରାର୍ଥନାସ୍ଥଳରେ ଆତଙ୍କୀ ହମଲା, ଗୁଳିମାଡ଼ରେ ୮ମୃତ
  • ||
  • କେନ୍ଦୁଝର: ବୋଲେରୋ ଓ ଅଟୋ ମୁହାଁମୁହିଁ ଧକ୍କା, ୩ ମୃତ ଗୁରୁତର
  • ||

ସ୍ଥିତି ଉପରେ ନଜର ରହିଛି, ତଥାପି ରାଜ୍ୟବାସୀ ମାସ୍କ ବ୍ୟବହାର କରନ୍ତୁ-ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

28/12/2022 at 12:11 PM

ଭୁବନେଶ୍ୱର ୨୮।୧୨ :  ସ୍ଥିତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ମଙ୍ଗଳବାର ହୋଇଥିବା ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ସମସ୍ତ ତଥ୍ୟ ନେଇଛନ୍ତି ବୋଲି କହିଛନ୍ତି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ,  ସ୍ଥିତି ନିୟନ୍ତ୍ରଣାଧୀନ ଥିଲେ ମଧ୍ୟ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ତଥାପି ସ୍ୱାସ୍ଥ୍ୟ ବିଭାଗ ନିବେଦନ କରୁଛି ଲୋକମାନେ ମାସ୍କ ବ୍ୟବହାର କରନ୍ତୁ । ଏଇଟା ଓମିକ୍ରନ ସବ୍ ଭାରିଏଣ୍ଟ। ତୃତୀୟ ଲହର ବହୁତ କମ୍ ଦିନ ଥିଲା ଏବଂ ହସ୍ପିଟାଲାଇଜେସନ ରେଟ ମଧ୍ୟ କମ୍ ଥିଲା। ନଭେମ୍ବର ମାସ ପରଠାରୁ ରାଜ୍ୟରେ ସଂକ୍ରମଣ ୧୨ ତଳେ ରହିଛି ।

   Related Posts