ଭିଜିଲାନ୍ସ ଜାଲରେ ବିଜାଘାଟି ସିଆରସି, ସର୍ଭିସ ବୁକ ଠିକ୍ କରିବା ପାଇଁ ନେଉଥିଲେ ୨୦ ହଜାର ଲାଞ୍ଚ
24/05/2022 at 10:36 PM

କୋରାପୁଟ, ୨୪/୦୫: ଭିଜିଲାନ୍ସ ଜାଲରେ ବିଜାଘାଟି ସିଆରସି । ନାରାୟଣପାଟଣା ବ୍ଲକ ବିଜାଘାଟିର ସିଆରସି (ଶିକ୍ଷକ) ଏସ କିସନ କୁମାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ପ୍ରକାଶ କୁମ୍ଭାର ନାମକ ଜଣେ ଶିକ୍ଷକଙ୍କ ଠାରୁ ସର୍ଭିସ ବୁକ ଠିକ୍ କରିବା ନାମରେ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଜୟପୁର ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଶିକ୍ଷକଙ୍କ ନାରାୟଣପାଟଣା ସ୍ଥିତ ଘରେ ଭିଜିଲାନ୍ସ ଚଢ଼ାଉ କରି ତଦନ୍ତ କରୁଛି।
Related Posts
ବିଜୟ ଶଙ୍କରଙ୍କ ଆବେଦନ ଖାରଜ, ବିବାହ କରି ପାରିବେନି ଯୁବ ବିଧାୟକ
5 December 2023
ରାଜ୍ୟ କ୍ୟାବିନେଟ୍ର ୬୮ ତମ ବୈଠକ: ୧୦ ପ୍ରସ୍ତାବ ଉପରେ ବାଜିଲା ମୋହର
5 December 2023
ମିଗ୍ଜୋମ ପ୍ରଭାବ; ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ
5 December 2023