ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ମାଛ ଧରୁଥିବାବେଳେ ଜାଲରେ ପଡିଗଲା ଅଜଗର , ଲୋକେ ଦେଖି ଛାନିଆଁ

27/10/2019 at 3:36 PM

ଟାଙ୍ଗୀ୨୭|୧୦: ମାଛ ଧରୁଥିଲେ ,  ଭାବିଲେ ବହୁତ ଓ ବଡ-ବଡ ମାଛ ଜାଲରେ ପଡିଛନ୍ତି , ମାତ୍ର ମାଛ ବଦଳରେ ଜାଲରେ ପଡିଗଲା ଅଜଗର ସାପ । ସାପକୁ ଦେଖି ଲୋକେ ଛାନିଆଁ ହୋଇ ଧାଁ-ଦୈ।ଡ କଲେ । ଭୟରେ ଭୟରେ ଅଜଗରକୁ ଆଣି ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି ।

ବାଲୁଗାଁ ବନ ବିଭାଗ ଏହି ଅଜଗର ସାପକୁ ନିକଟସ୍ଥ ( ବରବରା ) ଜଗଂଲରେ ଛାଡି ଦେଇଛନ୍ତି । ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସ୍ଥିତ ବୋଇତିଆ ପାହାଡ ନିକଟରେ ଥିବା ଏକ ନଈ ( ନାଳ ) ରେ କିଛି ଲୋକ ମାଛ ଧରିବାକୁ ଯାଇଥିବା ବେଳେ ଏହି ଘଟଣା ଘଟିଥିଲା ।

   Related Posts