oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୪୬ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ଭିଜିବ ପାର୍ବଣ, ନବମୀ ଓ ଦଶମୀରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ସାନଖେମୁଣ୍ଡି: ପାଟପୁର ଥାନାରେ ୧୩୨୫ କିଲୋର ଜବତ ଗଞ୍ଜେଇ ପୋଡିଲା ପୋଲିସ
  • ||
  • UNSCରେ ରୁଷ୍‌ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିଥିଲା ଆମେରିକା, ଭୋଟିଂରୁ ବିରତ ରହିଲା ଭାରତ
  • ||
  • ସାରା ଦେଶରେ ଆରମ୍ଭ ହେଲା 5G ଯୁଗ, ୧୩ ସହରରେ ମିଳିବ ସେବା
  • ||

ସପ୍ତାହର ପ୍ରଥମ ଦିନରେ ସେୟାର ବଜାରରେ ବଡ ହ୍ରାସ, ସେନ୍ସେକ୍ସ ୬୫୦ ପଏଣ୍ଟ ଖସିଲା

9/05/2022 at 9:52 AM

ନୂଆଦିଲ୍ଲୀ ୯।୫: ସପ୍ତାହର ପ୍ରଥମ ବ୍ୟବସାୟ ଦିନରେ ଦେଶର ପ୍ରମୁଖ ସେୟାର ବଜାରରେ ପୁଣି ବଡ ହ୍ରାସ ଦେଖିବାକୁ ମିଳିଛି । ଏହା ଲଗାତର ଦ୍ବିତୀୟ ସପ୍ତାହ ଯେତେବେଳେ ସେୟାର ମାର୍କେଟ୍‌ ବଡ ହ୍ରାସ ସହ କାରବାର ଆରମ୍ଭ କରିଛି ।

ଏହା ପୂର୍ବରୁ ଶୁକ୍ରବାର ଦିନ ସେନ୍ସେକ୍ସ ପ୍ରାୟ ୯୦୦ ପଏଣ୍ଟ ହ୍ରାସ ସହ କାରବାର ଆରମ୍ଭ କରିଥିଲା ​​। ସୋମବାର ଦିନ ୩୦ ପଏଣ୍ଟ ବିଶିଷ୍ଟ ସେନ୍ସେକ୍ସ ୫୪,୧୮୮.୨୧ ସ୍ତରରେ ଖୋଲିଛି । ସେହିଭଳି ୫୦ ପଏଣ୍ଟ ବିଶିଷ୍ଟ ନିଫ୍ଟି ୧୬,୨୨୭.୭୦ରେ ଖୋଲିଛି ।

ଶୁକ୍ରବାର ଦିନ ବିଏସଇ ସେନ୍ସେକ୍ସ ୮୬୬.୬୫ ପଏଣ୍ଟ ହ୍ରାସ ପାଇ ୫୫,୦୦୦ ନିମ୍ନରେ ଏବଂ ଏନଏସଇ ନିଫ୍ଟି ୨୭୧.୪୦ ପଏଣ୍ଟ ହ୍ରାସ ପାଇ ୧୬,୪୧୧.୨୫ ପଏଣ୍ଟରେ ବନ୍ଦ ହୋଇଥିଲା ।

   Related Posts