WTC ଫାଇନାଲ୍ ପାଇଁ ଟିମ୍ ଇଣ୍ଡିଆର ବଡ଼ ପରିବର୍ତ୍ତନ, ସର୍ବାଧିକ ଓ୍ଵିକେଟ୍ ହାସଲକାରୀ ବୋଲରଙ୍କୁ ମିଳିଲାନି ସ୍ଥାନ

ଲଣ୍ଡନ: ଆଇସିସି ବିଶ୍ଵ ଟେଷ୍ଟ ଚାମ୍ପିଅନସିପ ୨୦୨୩ର ଫାଇନାଲ୍‌ ମୁକାବିଲା ଆଜି ଲଣ୍ଡନର ଦ ଓଭାଲ ମଇଦାନରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଛି। ମ୍ୟାଚ୍‌ରେ ଟସ୍ ଜିତି ଭାରତୀୟ ଅଧିନାୟକ ରୋହିତ ଶର୍ମା ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ବଡ଼ ମୁକାବିଲାରେ ରୋହିତ ଶର୍ମା କିଛି ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ଚୂଡାନ୍ତ ଏକାଦଶରେ ଜଣେ ସ୍ପିନର ଏବଂ ୪ ଦ୍ରୁତ ବୋଲର ସହ ପଡ଼ିଆକୁ ଓହ୍ଲାଇଛନ୍ତି। ଅଧିନାୟକ ରୋହିତ ଶର୍ମା ଡବ୍ଳ୍ୟୁଟିସିର ଦ୍ଵିତୀୟ … Continue reading WTC ଫାଇନାଲ୍ ପାଇଁ ଟିମ୍ ଇଣ୍ଡିଆର ବଡ଼ ପରିବର୍ତ୍ତନ, ସର୍ବାଧିକ ଓ୍ଵିକେଟ୍ ହାସଲକାରୀ ବୋଲରଙ୍କୁ ମିଳିଲାନି ସ୍ଥାନ