oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫାଷ୍ଟଫୁଡ୍ ଦୋକାନରୁ ମାଲିକଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ କଲା ପୋଲିସ୍‌
  • ||
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

୪୪ କୋଟି ଗ୍ରାହକଙ୍କୁ SBIର ବିଗ୍ ଆଲର୍ଟ, ମେ ୨୩ ପର୍ଯ୍ୟନ୍ତ ବନ୍ଦ ରହିବ ଏହି ଜରୁରୀ ସେବା

21/05/2021 at 5:12 PM

ନୂଆଦିଲ୍ଲୀ ୨୧।୦୫: ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆର ୪୪ କୋଟି ଗ୍ରାହକଙ୍କ ପାଇଁ ବଡ ଖବର। ବ୍ୟାଙ୍କର କିଛି  ଜରୁରୀ ସର୍ଭିସ୍ ମେ ୨୧, ୨୨ ଓ ୨୩ ତାରିଖ ବନ୍ଦ ରହିବ। ବ୍ୟାଙ୍କ ଟ୍ଵିଟ୍  କରି ନିଜ ଗ୍ରାହକଙ୍କୁ ଏ ନେଇ ଶୁକ୍ରବାର ଆଲର୍ଟ କରିଛି। ନିଜ ଆବଶ୍ୟକ ମୁତାବକ ବ୍ୟାଙ୍କ୍ ସମ୍ବନ୍ଧିତ କାମ ପୂର୍ବରୁ ସାରି ଦେବାକୁ ବ୍ୟାଙ୍କ ଗ୍ରାହକଙ୍କୁ ଅପିଲ୍ କରିଛି।

ଜରୁରୀ ସୂଚନା ଜାରି କରି ଏସବିଆଇ କହିଛି, ଗ୍ରାହକଙ୍କୁ ବିନା କୌଣସି ସମସ୍ୟାରେ ସେବା ଯୋଗାଇ ଦେବାକୁ ସର୍ଭିସେସ୍‌କୁ ଉନ୍ନତ କରିବ ପାଇଁ ମେଣ୍ଟନାନ୍ସ କାମ କରାଯାଉଛି। ସେଥିପାଇଁ ମେ ୨୧ ରାତି ୧୦ଟା ୪୫ ରୁ ମେ ୨୨ ରାତି ୧ଟା ୧୫ ମିନିଟ୍ ପର୍ଯ୍ୟନ୍ତ ଏବଂ ମେ ୨୩ ରାତି ୨ଟା ୪୦ରୁ ସକାଳ ୬ଟା ୧୦ ପର୍ଯ୍ୟନ୍ତ ବ୍ୟାଙ୍କ ମେଣ୍ଟନାନ୍ସ କାମ କରିବ।

ବ୍ୟାଙ୍କ କହିଛି, ଏହି ସମୟରେ ଏସବିଆଇ ଗ୍ରାହକ INB/YONO/YONO Lite/UPI ସର୍ଭିସର ବ୍ୟବହାର କରି ପାରିବେ ନାହିଁ। ଏସବିଆଇ ଦ୍ଵାରା ଦିଆଯାଇଥିବା ସୂଚନା ମୁତାବକ, ୟୁପିଆଇ ପ୍ଲାଟଫର୍ମକୁ ଆହୁରି ଉନ୍ନତ କରାଯାଉଛି। ଏହି ସମୟରେ ଗ୍ରାହକଙ୍କ ୟୁପିଆଇ ଟ୍ରାଞ୍ଜେକ୍ସନ ବନ୍ଦ ରହିବ।

   Related Posts