oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୧୧ କୋଭିଡ୍ ପଜିଟିଭ୍
  • ||
  • ଲମତାପୁଟ : କାରରୁ ୮ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଫେରାର
  • ||
  • ଭୁବନେଶ୍ୱର : ବର୍ଷାରେ ଭିଜିବ ଦଶହରା, ୨ରେ ଆସୁଛି ଆଉ ଏକ ଲଘୁଚାପ !
  • ||

ଏବେବି ରହସ୍ୟ ଘେରରେ ଏସିଏଫଓ ସୌମ୍ୟରଞ୍ଜନଙ୍କ ମୃତ୍ୟୁ, ଆଜି ବିଦ୍ୟାଭାରତୀଙ୍କୁ ଜେରା କରିବ ପୋଲିସ ଟିମ୍ !

3/08/2021 at 10:12 AM

ଉଦଳା ୩।୮: ପାରଳାଖେମୁଣ୍ଡି ଏସିଏଫଓ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଏବେବି ରହସ୍ୟ ଘେରରେ ରହିଛି । ତେବେ ପତ୍ନୀ ବିଦ୍ୟାଭାରତୀଙ୍କୁ ପୋଲିସ ପ୍ରଥମ ପର୍ଯ୍ୟାୟରେ ଜେରା କରିଥିବା ବେଳେ ଆଜି ପୁଣି ଥରେ ଜେରା ହେବାର ସମ୍ଭାବନା ରହିଛି । ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ନେଇ ବିଦ୍ୟାଭାରତୀଙ୍କୁ କରାଯାଇପାରେ ପଚରାଉଚରା ।

କାରଣ ସୋମବାରଠାରୁ ପାରଳାଖେମୁଣ୍ଡିରୁ ପୋଲିସ ଟିମ୍ ତଦନ୍ତ କରିବା ସହିତ ବିଦ୍ୟାଭାରତୀଙ୍କୁ ଜେରା କରିବା ପାଇଁ କପ୍ତିପଦା ଥାନା ଗୌଡଗାଁ ଅଭିମୁଖେ ବାହାରି ଆସିଛି । ତେବେ ଆଜି ବିଦ୍ୟାଭାରତୀଙ୍କ ବାସଭବନରେ ତାଙ୍କୁ ଦ୍ଵିତୀୟ ପର୍ଯ୍ୟାୟରେ ଜେରା କରାଯିବ ।

ଏହାସହିତ ଘଟଣା ଦିନ କଟକରୁ ବିଦ୍ୟାଙ୍କୁ ନେଇ ଆସିଥିବା ଗାଡିର ଡ୍ରାଇଭରଙ୍କୁ ମଧ୍ୟ ଜେରା କରାଯାଇପାରେ । ସବୁଠାରୁ ବଡ କଥା ବିଦ୍ୟାଭାରତୀଙ୍କର ଅନ୍ୟ ଯୁବକଙ୍କ ସହିତ ସମ୍ପର୍କ ଏବଂ ବିଭିନ୍ନ ଦିଗ ଉପରେ ଜେରା କରାଯିବାର ଆଶା କରାଯାଉଛି । ଜେରା ପରେ ପୋଲିସକୁ ଏମିତି କିଛି ତଥ୍ୟ ମିଳିପାରେ ଯାହା ପୁରା ଘଟଣାର ପର୍ଦ୍ଦାଫାଶ କରିପାରିବ ବୋଲି ଗୋଟିଏ ସମ୍ଭାବନା ଦେଖା ଦେଇଛି ।

   Related Posts