oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋହନା : ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୨୪ଯାତ୍ରୀ
  • ||

ନିର୍ବାଚନ ମଣ୍ଡଳୀର କିଛି ଲୋକଙ୍କୁ ମାଡମାରିଲେ ବିଧାୟକ

11/08/2018 at 3:58 PM

ବଲାଙ୍ଗୀର ୧୧/ ୮ :- ନିଜ ନିର୍ବାଚନ ମଣ୍ଡଳିର କିଛି ଅଭିଯୋଗକାରୀଙ୍କୁ ନିଜେ ବଲାଙ୍ଗୀର କଣ୍ଟାବାଞ୍ଜି ବିଧାୟକଙ୍କ ମାଡ ମାରିଥିବା ଅଭିଯୋଗ । ଏନେଇ ବିଧାୟକଙ୍କ ନାଁରେ ମଧ୍ୟ ସ୍ଥାନୀୟ କଣ୍ଟାବାଞ୍ଜି ଥାନାରେ ଏତଲା ହୋଇଛି । ଗତ କାଲି ସନ୍ଧ୍ୟାରେ ତୁରେକେଲା ବ୍ଲକ କୁଇବାହାଲ ଗ୍ରାମର ସୁବାଷପୁଟେଲ ଓ ତାଙ୍କ ଦୁଇ ଜଣ ସହଯୋଗୀ ବିଧାୟକଙ୍କ ପାଖକୁ ଘର ଭଙ୍ଗା କ୍ଷତି ପୁରଣ ସଂପର୍କରେ ଜଣାଇବାକୁ ଆସିଥିଲେ । କିନ୍ତୁ ସ୍ଥାନୀୟ ବିଧାୟକ ଆୟୁବ ଖାନ ସେମାନଙ୍କୁ ଅଶିଳ ଭାଷାରେ ଗାଳିଗୁଲଜ କରିବା ସହ ସୁବାଷଙ୍କୁ ମାଡ ଦେବାକୁ ଧାଇଁ ଆସିଥିଲେ । ଏନେଇ ଆଜି ସୁବାଷଙ୍କ ସହ ଗ୍ରାମବାସୀ କଣ୍ଟାବାଞ୍ଜି ଥାନା ଘେରାଉ କରିବା ସହ ବିଧାୟକଙ୍କ ନାରେ ଏକ ଏତଲା ଦେଇଛନ୍ତି |

   Related Posts