ବଲାଙ୍ଗୀର ଜେଲରେ ବିଚରାଧୀନ କଏଦୀଙ୍କ ସନ୍ଦେହ ଜନକ ମୃତ୍ୟୁ
15/02/2020 at 9:50 PM

ବଲାଙ୍ଗୀର୧୫।୦୨- ବଲାଙ୍ଗୀର ଜେଲରେ ବିଚରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ । ମୃତକ ଜନକ ବଲାଙ୍ଗୀରର ଶ୍ରୀନିବାସ ସାହୁ ଗତ ଯୌତୁକ ଓ ହତ୍ୟା ଅଭିଯୋଗ ରେ ଜେଲ ରେ ଥିଲେ ।
ଶୁକ୍ରବାରରେ ସ୍ୱାସ୍ଥ୍ୟବ୍ୟସ୍ଥା ଠିକ ଥିବା ବେଳେ ଶନିବାରରେ ମେଡିକାଲ ରେ ଭର୍ତ୍ତି ହୋଇଥିଲେ ।