oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭୁବନେଶ୍ୱରରୁ ମିଳିଲା ୫ ନରକଙ୍କାଳ, ଅଖା ବସ୍ତାରୁ ଠାବ କଲା ପୋଲିସ

23/03/2022 at 1:33 PM

ଭୁବନେଶ୍ୱର ୨୩।୦୩ : ରାଜଧାନୀରୁ ମିଳିଲା ୫ ନର କଙ୍କାଳ । ମଞ୍ଚେଶ୍ୱର ଥାନା ଅଞ୍ଚଳରୁ ଠାବ ହୋଇଛି ଏହି ୫ନର କଙ୍କାଳ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ଗୁରୁବାର ଦିନ ମଞ୍ଚେଶ୍ୱର ଥାନା ଅଞ୍ଚଳରୁ ନରକଙ୍କାଳ ଠାବ ହୋଇଛି । ଏକ ଅଖାବସ୍ତା ଭିତରେ ୫ଟି ନରକଙ୍କାଳକୁ ଠାବ କରିଛି ପୋଲିସ । ତେବେ ଏତେ ପରିମାଣର ନରକଙ୍କାଳ କେମିତି ଆସିଲା ? କିଏ ଆଣି ପୋତିଲା ? ନା ଏହା ପଛରେ ଆଉ କଣ କାରଣ ? ଏପରି ଅନେକ ଦିଗକୁ ନେଇ ଛାନ୍‌ଭିନ୍‌ କରୁଛି ପୋଲିସ । ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍‌ ଟିମ୍‌ର ସହଯୋଗ ନେଇପାରେ ପୋଲିସ ।

   Related Posts