AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ପରଭେଜ୍ ମୁଶାରଫ୍, ଚିକିତ୍ସାଧୀନ ଅବସ୍ଥାରେ ଦୁବାଇରେ ଦେହାନ୍ତ
  • ||
  • ବ୍ରହ୍ମପୁର : ଅବକାରୀ ଗୁଇନ୍ଦା ବିଭାଗକୁ ସଫଳତା, ୨୪୦ କିଲୋ ଗଞ୍ଜେଇ ଜବତ
  • ||

ରାତିରେ ଲାଗିଲା ନିଆଁ, ଫଳ ଦୋକାନ ଜଳିପୋଡି ପାଉଁଶ

4/01/2023 at 8:43 AM

ଭୁବନେଶ୍ୱର ୦୪।୦୧ : ଫଳ ଦୋକାନାରେ ଅଗ୍ନିକାଣ୍ଡ । ଭୁବନେଶ୍ୱର ଏକ ନମ୍ବର ହାଟ ଷ୍ଟେଟବ୍ୟାଙ୍କ ପଛପଟେ ଥିବା ଏକ ଫଳ ଦୋକାନରେ ନିଆଁ ଲାଗିଛି । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

ଖବର ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତି ପ୍ରାୟ ୧୨ଟା ସମୟରେ ହଠାତ୍‌ ଫଳ ଦୋକାନରେ ନିଆଁ ଲାଗିଯାଇଥିଲା ।ନିଆଁ ଲାଗି ଦୋକାନଟି ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇଯାଇଛି । ଅଗ୍ନିଶମ ବାହୀନି ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ କେଉଁ କାରଣରୁ ଦୋକାନରେ ନିଆଁ ଲଗିଲା ତାର ଅନୁସନ୍ଧାନ କରୁଛି ଅଗ୍ନିଶମ ବିଭାଗ ।

   Related Posts