ରାତିରେ ଲାଗିଲା ନିଆଁ, ଫଳ ଦୋକାନ ଜଳିପୋଡି ପାଉଁଶ
4/01/2023 at 8:43 AM

ଭୁବନେଶ୍ୱର ୦୪।୦୧ : ଫଳ ଦୋକାନାରେ ଅଗ୍ନିକାଣ୍ଡ । ଭୁବନେଶ୍ୱର ଏକ ନମ୍ବର ହାଟ ଷ୍ଟେଟବ୍ୟାଙ୍କ ପଛପଟେ ଥିବା ଏକ ଫଳ ଦୋକାନରେ ନିଆଁ ଲାଗିଛି । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।
ଖବର ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତି ପ୍ରାୟ ୧୨ଟା ସମୟରେ ହଠାତ୍ ଫଳ ଦୋକାନରେ ନିଆଁ ଲାଗିଯାଇଥିଲା ।ନିଆଁ ଲାଗି ଦୋକାନଟି ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇଯାଇଛି । ଅଗ୍ନିଶମ ବାହୀନି ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ କେଉଁ କାରଣରୁ ଦୋକାନରେ ନିଆଁ ଲଗିଲା ତାର ଅନୁସନ୍ଧାନ କରୁଛି ଅଗ୍ନିଶମ ବିଭାଗ ।
Related Posts
ମାର୍ଚ୍ଚ ୧୦ ରୁ ମାଟ୍ରିକ୍ ସମ୍ମେଟିଭ୍ ୨, ସକାଳ ୮ଟାରୁ ୧୦ଟା ଯାଏଁ ପରୀକ୍ଷା
5 February 2023
ଡକାୟତି ଯୋଜନା ପଣ୍ଡ, ୫ଜଣଙ୍କୁ ବାନ୍ଧିଲା ପୋଲିସ
5 February 2023
ସ୍କୁଲରେ ଭୂତ ଭୟ ! ଦୀର୍ଘ ଦିନ ହେବ ବିଦ୍ୟାଳୟରେ ଝୁଲୁଛି ତାଲା
5 February 2023